Audi Accident Madhya Pradesh / ପୁଅର ବିବାହ କାର୍ଡ ବାଣ୍ଟିବାକୁ ଯାଇଥିଲେ; ଫେରିଲା ଶବ
·5 months ago·2 min read

Key Points
ପୁଅର ବିବାହ ପାଇଁ କେତେ ଯେ ସ୍ଵପ୍ନ ଦେଖିଥିଲେ
ଅତିଥିଙ୍କୁ ନିମନ୍ତ୍ରଣ ପାଇଁ କାର୍ଡ ବାଣ୍ଟିବାକୁ ଯାଇଥିଲେ
ହେଲେ ଫେରିଲେ ଶବ ହୋଇ, ଅକାଳରେ ଗଲା ଜୀବନ
ଅତିଥିଙ୍କୁ ନିମନ୍ତ୍ରଣ ପାଇଁ କାର୍ଡ ବାଣ୍ଟିବାକୁ ଯାଇଥିଲେ
ହେଲେ ଫେରିଲେ ଶବ ହୋଇ, ଅକାଳରେ ଗଲା ଜୀବନ
ମଧ୍ୟପ୍ରଦେଶ ରିୱାଠାରେ ଭୟଙ୍କର ସଡ଼କ ଦୁର୍ଘଟଣା । ପୁଅର ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିବା ପିତାର ମୃତ୍ୟୁ । ଏହାସହିତ ବରର ସାନଭାଇ ଓ ଜଣେ ସମ୍ପର୍କୀୟଙ୍କ ମଧ୍ୟ ମୃତ୍ୟୁ ଘଟିଛି । ୧୮୦ ସ୍ପିଡ୍ରେ ଆସୁଥିବା ଅଡି କାରଟି ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଡି କାରକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି । ସେପଟେ ଅଡି ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି ।
ଏଥିସହ ପଢନ୍ତୁ: ଆକାଶରେ ଫେଲ୍ ହୋଇଗଲା ବିମାନର ଇଞ୍ଜିନ୍, ବିଲରେ ଖସିପଡ଼ିଲା
- କେମିତି ଘଟିଲା ଦୁର୍ଘଟଣା ?
- କାର ଚାଳକ ଫେରାର
- ଫେବୃଆରୀ ୨୪ ତାରିଖରେ ଥିଲା ବିବାହ
ଏଥିସହ ପଢନ୍ତୁ: ଆକାଶରେ ଫେଲ୍ ହୋଇଗଲା ବିମାନର ଇଞ୍ଜିନ୍, ବିଲରେ ଖସିପଡ଼ିଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories