Ghaziabad Triple Suicide / ହାତରୁ ବାପା ଛଡ଼ାଇଲେ ମୋବାଇଲ; ଜୀବନ ହାରିଲେ ୩ ଭଉଣୀ
·6 months ago·2 min read

Key Points
ଚର୍ଚ୍ଚାରେ ଗାଜିଆବାଦ ଟ୍ରିପଲ୍ ସୁଇସାଇଡ ଘଟଣା
ମୋବାଇଲ ଚିପିବାରୁ ବାପା କଲେ ଆକଟ
ଜୀବନ ହାରିଲେ ତିନି ଭଉଣୀ
ମୋବାଇଲ ଚିପିବାରୁ ବାପା କଲେ ଆକଟ
ଜୀବନ ହାରିଲେ ତିନି ଭଉଣୀ
ଉତ୍ତରପ୍ରଦେଶ ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ୯ ତାଲା ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ୧୨, ୧୪ ଓ ୧୬ ବର୍ଷର ତିନି ଭଉଣୀ । ତେବେ ତିନି ଭଉଣୀ ଜୀବନ ହାରିବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତିନି ଭଉଣୀଙ୍କଠାରୁ ବାପା ମୋବାଇଲ ଛଡ଼ାଇବା ପରେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ୩ ଝିଅ । ଏହି ଘଟଣା ପରେ କଣ ମୋବାଇଲ ଛଡ଼ାଇ ପିଲାଙ୍କୁ ଆକଟ କରିବା ପାପ ବୋଲି ପ୍ରଶ୍ନ କରିଛନ୍ତି ହତଭାଗା ବାପା ।
ଜୀବନ ହାରିଥିବା ୩ ଭଉଣୀ ହେଉଛନ୍ତି ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖି (୧୨) । ସେମାନେ ମୃତ୍ୟୁବରଣ କରିବା ପୂର୍ବରୁ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡ଼ି ଯାଇଛନ୍ତି । ସେପଟେ ପୋଲିସ ତଦନ୍ତ ବେଳେ ତିନି ଭଉଣୀଙ୍କ ପିତା ଚେତନ କୁମାରଙ୍କ ବୈବାହିକ ଜୀବନ ସମ୍ପର୍କରେ ଜାଣିବାକୁ ପାଇଛି । ଚେତନଙ୍କ ଦୁଇଟି ପତ୍ନୀ ଥିବାବେଳେ ସେମାନଙ୍କଠାରୁ ତାଙ୍କୁ ୪ଟି ଝିଅ ଓ ଗୋଟିଏ ପୁଅ ଅଛି । ପୁରା ପରିବାର ଏକାଠି ଗୋଟିଏ ଛାତ ତଳେ ରହୁଥିଲେ ।

- ସ୍କୁଲ ଯାଉନଥିଲେ ୩ ଭଉଣୀ
- କୋରିଆନ ଆକ୍ଟରଙ୍କ ପ୍ରେମରେ ପଡ଼ିଥିଲେ ୩ ଭଉଣୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କଣ କହୁଛନ୍ତି ଚେତନ କୁମାର ?
ଏଥିସହ ପଢନ୍ତୁ: ରିଲ୍ କରୁଥିଲେ; ଭୁଲରେ ଚାଲିଗଲା ମହିଳାଙ୍କ ଜୀବନ
Related Topics
Explore more stories