CJP Chief Controversy / CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଦବଙ୍ଗଗିରି; ପୋଲିସକୁ କହିଲେ 'ଗେଟ୍ ଆଉଟ୍'
·2 weeks ago·2 min read

Key Points
ପୋଲିସ ସହ ଅଭଦ୍ରାମି କଲେ ସିଜେପି ମୁଖ୍ୟ
ସୁରକ୍ଷା ପାଇଁ ଥିଲେ, ମୁହଁରେ କହିଲେ ଗେଟ୍ ଆଉଟ୍
ସୁରକ୍ଷା ପାଇଁ ଥିଲେ, ମୁହଁରେ କହିଲେ ଗେଟ୍ ଆଉଟ୍
କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ତଥା ମୁଖ୍ୟ ଅଭିଜିତ ଦୀପକେଙ୍କ ବିରୋଧରେ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ଅଭିଜିତ ପୋଲିସ କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଭିଜିତଙ୍କ ସୁରକ୍ଷାରେ ଥିବା ପୋଲିସକୁ ଗେଟ୍ ଆଉଟ୍ କହିବା ପରେ ପୋଲିସ ବଏଜ୍ ଆସୋସିଏସନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଦୀପକ ସର୍ବସମ୍ମୁଖରେ ପୋଲିସକର୍ମୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରନ୍ତୁ । ଯଦି ସେ ଏପରି ନ କରନ୍ତି ତେବେ ମହାରାଷ୍ଟ୍ରରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
କିଛି ଦିନ ପୂର୍ବରୁ ସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ପୋଲିସକର୍ମୀଙ୍କ ସହିତ ଦୁର୍ବ୍ୟବହାର ହୋଇଛି । ଏହାପରେ ସଂଘ ଦୀପକେଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଉ ବୋଲି ଗୃହ ବିଭାଗ ନିକଟରେ ଦାବି ରଖିଥିଲେ । ଏହାସହିତ ସିଜେପି ମୁଖ୍ୟ ଅଭିଜିତ ଦୀପକେ ଆଗକୁ ଯେପରି ପୋଲିସକର୍ମୀଙ୍କ ସହିତ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ ସେଥିଲାଗି ଅପିଲ୍ କରିଥିଲେ ।

- ପୋଲିସକୁ କହିଲେ 'ଗେଟ୍ ଆଉଟ୍'
- ନିଜ ଡ୍ୟୁଟି କରୁଥିଲେ ପୋଲିସ କର୍ମଚାରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଇନଷ୍ଟାଗ୍ରାମରେ ଛାଇଗଲା ଜନ୍ତର-ମନ୍ତର, କାହିଁକି ଗାଏବ ରାଞ୍ଚି ପ୍ରୋଟେଷ୍ଟ; କଣ ମେଟାର ଖେଳ ?
- ସଫେଇ ଦେଲେ ଅଭିଜିତ
Related Topics
Explore more stories