Clean Air After Diwali / ଦୀପାବଳି ପରେ ବି ଏହି ସହରର AQI ମାତ୍ର ୫୬; ନୀଳ ଆକାଶର ଫଟୋ ଭାଇରାଲ୍
·1 hour ago·2 min read

Key Points
ଦୀପାବଳି ପରେ ବି ବାୟୁମଣ୍ଡଳ ସଫା
କେଉଁଠି ଦିଶୁନି ଧୂଆଁ ଧୂଆଁ
ନୀଳ ଆକାଶ ସ୍ପଷ୍ଟ ଦିଶୁଛି
କେଉଁଠି ଦିଶୁନି ଧୂଆଁ ଧୂଆଁ
ନୀଳ ଆକାଶ ସ୍ପଷ୍ଟ ଦିଶୁଛି
ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ଅନେକ ବଡ଼ ସହର ବାୟୁ ପ୍ରଦୂଷଣରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ବେଳେ ଉତ୍ତର-ପୂର୍ବ ଭାରତର ଏକ ସହର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମିଜୋରାମର ରାଜଧାନୀ ଆଇଜଲ୍ରେ ଦୀପାବଳି ପରେ ମଧ୍ୟ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ମାତ୍ର ୫୬ ରେକର୍ଡ ହୋଇଛି । ଏହି ସହରର ନୀଳ ଆକାଶ ଓ ସ୍ୱଚ୍ଛ ପରିବେଶର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ପଢନ୍ତୁ ଏହି ଖବର: ବିଷାକ୍ତ ଦିଲ୍ଲୀ ବାୟୁ, ୨୦ ଗୁଣା ବଢ଼ିଲା ଏୟାର ପ୍ୟୁରିଫାୟର ଚାହିଦା
- ଫଟୋ ସେୟାର କରି ଚର୍ଚ୍ଚାରେ କାନାଡୀୟ ନାଗରିକ
Post-Diwali AQI in Aizawl, Mizoram is 56 right now. Didn't hear a single cracker or firework last night. My wife, two kids and two dogs slept peacefully. Our lungs are happy. https://t.co/CObbyFEVxY
— Caleb (@caleb_friesen) November 9, 2026
- ଦୀପାବଳି ରାତିରେ ଶୁଣିବାକୁ ମିଳିନଥିଲା ବାଣ ଶବ୍ଦ
- ଦିଲ୍ଲୀର AQI ୧୩୩୧, ଆଇଜଲ୍ରେ ମାତ୍ର ୫୬
ପଢନ୍ତୁ ଏହି ଖବର: ବିଷାକ୍ତ ଦିଲ୍ଲୀ ବାୟୁ, ୨୦ ଗୁଣା ବଢ଼ିଲା ଏୟାର ପ୍ୟୁରିଫାୟର ଚାହିଦା
- ପୂର୍ବରୁ ବେଙ୍ଗାଲୁରୁର ଫୁଟପାଥ୍କୁ ନେଇ କରିଥିଲେ ପ୍ରଶ୍ନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories