Anant Singh Net Worth / ସୁନାଗହଣା, ଦାମି କାର, ତାଜମହଲ ପରି ମଣ୍ଡପ...ବିଧାୟକଙ୍କ ଝିଅ ବାହାଘର ପାଇଁ ଉଡୁଛି ଟଙ୍କା
·1 hour ago·3 min read

Key Points
ସୁନାଗହଣା, ଘୋଡା, ଦାମି କାର, ବଡ଼ ବଡ଼ ଜାଗା
ବିଧାୟକ ଅନନ୍ତ ସିଂହଙ୍କ ଝିଅ ବାହାଘରକୁ ନେଇ ଚର୍ଚ୍ଚା
ଝିଅ ବାହାଘରରେ ଉଡ଼ାଉଛନ୍ତି ଟଙ୍କା
ବାହୁବଳୀ ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ?
ବିଧାୟକ ଅନନ୍ତ ସିଂହଙ୍କ ଝିଅ ବାହାଘରକୁ ନେଇ ଚର୍ଚ୍ଚା
ଝିଅ ବାହାଘରରେ ଉଡ଼ାଉଛନ୍ତି ଟଙ୍କା
ବାହୁବଳୀ ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ?
ପାଟନା: ବିହାରର ମୋକାମା ବିଧାୟକ ଅନନ୍ତ କୁମାର ସିଂହ ଏବେ ରାଜନୀତି ଅପେକ୍ଷା ନିଜ ଝିଅର ରାଜକୀୟ ବିବାହକୁ ନେଇ ଅଧିକ ଚର୍ଚ୍ଚାରେ । ଝିଅ ଶିବାଙ୍ଗୀଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ବିବାହ ଉତ୍ସବ ପାଇଁ ପ୍ରାୟ ୧୦ ବିଘା ଜମିରେ ତିଆରି ହେଉଛି ବିଶାଳ ପେଣ୍ଡାଲ । ଏହାକୁ ତାଜମହଲ ଓ ଦିଲ୍ଲୀର ଲାଲକିଲ୍ଲା ଭଳି ରୂପ ଦିଆଯାଉଛି । ତେବେ କେବଳ ପେଣ୍ଡାଲ ନୁହେଁ, ଅତିଥିଙ୍କ ଆତିଥ୍ୟଠାରୁ ଆରମ୍ଭ କରି ଉପହାର ପର୍ଯ୍ୟନ୍ତ ସବୁଠି ରହିଛି ରାଜକୀୟ ଆୟୋଜନ । ଯାହାକୁ ନେଇ ଏବେ ବିହାରଠୁ ସାରା ଦେଶରେ ବେଶ ଚର୍ଚ୍ଚା ହେଉଛି ।
- ୧୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ
- କମ୍ପାନୀରେ କୋଟି କୋଟି ଟଙ୍କାର ଅଂଶଧନ
- ଦାମି କାର୍, ସୁନା ଓ ରୁପାର ଗହଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜ୍ଵାଇଁଙ୍କୁ ୨ କୋଟିର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗିଫ୍ଟ; ଝିଅ ବାହାଘରରେ ୪ ଲକ୍ଷ ଲୋକଙ୍କ ପାଇଁ ଭୋଜି
- ଜମି ଓ କୋଠାର ମୂଲ୍ୟ କୋଟି କୋଟି ଟଙ୍କା
- ୪ ଲକ୍ଷ ଅତିଥିଙ୍କ ପାଇଁ ୧୫୦ ପ୍ରକାର ଖାଦ୍ୟ
Related Topics
Explore more stories