2 Crore Car Gift / ଜ୍ଵାଇଁଙ୍କୁ ୨ କୋଟିର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗିଫ୍ଟ; ଝିଅ ବାହାଘରରେ ୪ ଲକ୍ଷ ଲୋକଙ୍କ ପାଇଁ ଭୋଜି
·1 hour ago·2 min read

Key Points
ବିଧାୟକଙ୍କ ଦାମି ଗିଫ୍ଟ
ଜ୍ଵାଇଁଙ୍କୁ ଦେବେ ୨କୋଟିର କାର
ଝିଅ ବାହାଘରରେ ଖାଇବେ ୪ଲକ୍ଷ
ଜ୍ଵାଇଁଙ୍କୁ ଦେବେ ୨କୋଟିର କାର
ଝିଅ ବାହାଘରରେ ଖାଇବେ ୪ଲକ୍ଷ
ପାଟନା: ବିହାରର ମୋକାମାର ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀଙ୍କ ବାହାଘରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ବାହାଘରରେ ହେବ ରାଜକୀୟ ଆୟୋଜନ । ବିଧାୟକ ନିଜ ଜ୍ଵାଇଁଙ୍କୁ ପ୍ରାୟ ୨ କୋଟି ଟଙ୍କାର ଲଗଜୁରୀ ଏସୟୁଭି ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଉପହାର ଦେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବାହାଘରରେ ୪ ଲକ୍ଷ ଲୋକଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଇଛି ।
- ଜ୍ଵାଇଁଙ୍କ ପାଇଁ ମହଙ୍ଗା ଗିଫ୍ଟ
- ୧୦ ବିଘା ଜମିରେ ଲାଗିଲା ଟେଣ୍ଟ, ୧୫୦ରୁ ଅଧିକ ପ୍ରକାରର ଖାଦ୍ୟ
- ବାହାଘରରେ ଯୋଗ ଦେଇପାରନ୍ତି ରାଜନେତା ଓ ସେଲିବ୍ରିଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସିଲିଣ୍ଡର ଡେଲିଭରି କରିବା ବେଳେ ଅଘଟଣ; ଅଳ୍ପକେ ବର୍ତ୍ତିଲା ଜୀବନ
- କାହିଁକି ଏତେ ମହଙ୍ଗା ଲ୍ୟାଣ୍ଡ ରୋଭର ଡିଫେଣ୍ଡର ?
Related Topics
Explore more stories