Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଜେଡି ପ୍ରାର୍ଥୀ ଘୋଷଣା ; କେଉଁ ସ୍ଥାନରୁ କିଏ ହେଲେ ପ୍ରାର୍ଥୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବିଜେଡି ପ୍ରାର୍ଥୀ ଘୋଷଣା ; କେଉଁ ସ୍ଥାନରୁ କିଏ ହେଲେ ପ୍ରାର୍ଥୀ

ଅର୍ଗସ ବ୍ୟୁରୋ :  ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ବିଜେଡି ସୁପ୍ରିମୋଙ୍କ ଦ୍ବାରା ଘୋଷଣା କରାଯାଇଛି ବିଜେଡି ପ୍ରାର୍ଥୀ ତାଲିକା । ପ୍ରଥମ ପ୍ରର୍ଯ୍ୟାୟରେ ବିଧାନସଭାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । 

ବିଧାନସଭା ପ୍ରାର୍ଥୀ ତାଲିକା  

ବିଧାନସଭା ପାଇଁ ବିଷମକଟକରୁ ଜଗନ୍ନାଥ ସାରକା, ଗୁଣପୁରରୁ ରଘୁନାଥ ଗମାଙ୍ଗ, ରାୟଗଡ଼ାରୁ ଅନସୂୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ବିଜେପୁରରୁ ରିତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂହ, ଜଳେଶ୍ବରରୁ ଅଶ୍ବିନୀ ପାତ୍ର, ବସ୍ତାରୁ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି।ଭଣ୍ଡାରୀପୋଖରୀରୁ ସଂଜୀବ ମଲ୍ଲିକ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଧାମନଗରରୁ ସଂଜୟ ଦାସ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ ବିଂଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଂଜନ ଘଡ଼ାଇ ପ୍ରାର୍ଥୀ ହୋଇଛନ୍ତି।
 ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପାଲଲହଡ଼ାରୁ ମୁକେଶ ପାଲ , ଛେଣ୍ଡିପଦାରୁ ସୁଶାନ୍ତ ବେହେରା, ସୋନପୁରରୁ ନିରଞ୍ଜନ ପୂଜାରୀ, ଲୋଇସିଂହାରୁ ନିହାର ବେହେରା, ପାଟଣାଗଡ଼ରୁ ସରୋଜ ମେହେର ବିଜେଡି ପ୍ରାର୍ଥୀ ହୋଇଛନ୍ତି।ବଲାଙ୍ଗିରରୁ କଳିକେଶ ସିଂହଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁ ପ୍ରାର୍ଥୀ ହୋଇଛନ୍ତି।

ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ, ଉମରକୋଟ- ନବୀନା ନାଏକ, ଝରିଗାଁ- ରମେଶ ମାଝୀ, ନବରଙ୍ଗପୁର- କୌଶଲ୍ୟା ପ୍ରଧାନୀ, ଡାବୁଗାଁ- ମନୋହର ରନ୍ଧାରୀ, ଲାଞ୍ଜିଗଡ଼- ପ୍ରଦୀପ ଦିଶାରୀ, ଜୁନାଗଡ଼- ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼- ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା- ଲଳିତା ନାଏକ, ଜି. ଉଦୟଗିରି- ସାଲୁଗା ପ୍ରଧାନ, କଣ୍ଟାମାଳ- ମହିଧର ରଣା, ବୌଦ୍ଧ- ପ୍ରଦୀପ ଅମାତ, ବଡମ୍ବା- ଦେବୀ ମିଶ୍ର, ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ, ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚୌଦ୍ବାର କଟକ- ସୌଭିକ ବିଶ୍ବାଳ, ନିଆଳି- ପ୍ରମୋଦ ମଲ୍ଲିକ, କଟକ ସଦର- ଚନ୍ଦ୍ରସାରଥି ବେହେରା ବିଜେଡି ପ୍ରାର୍ଥୀ।

ପାଟକୁରା- ଅରବିନ୍ଦ ମହାପାତ୍ର, ଆଳି- ପ୍ରତାପ ଦେବ, ରାଜନଗର- ଧ୍ରୁବ ସାହୁ, ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ, ପୁରୀ- ସୁନୀଲ ମହାନ୍ତି, ବ୍ରହ୍ମଗିରି- ଉମା ସାମନ୍ତରାୟ, ସତ୍ୟବାଦୀ- ସଂଜୟ ଦାସବର୍ମା, ପିପିଲି- ରୁଦ୍ର ମହାରଥୀ, ଜଟଣୀ- ବିଭୂତି ବଳବନ୍ତରାୟ, ରଣପୁର- ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା- ରମେଶ ବେହେରା, ନୟାଗଡ଼- ଅରୁଣ ସାହୁ ପ୍ରାର୍ଥୀ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭଂଜନଗର- ବିକ୍ରମ ଆରୁଖ, ପୋଲସରା- ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର- ଲତିକା ପ୍ରଧାନ, ଛତ୍ରପୁର- ସୁବାସ ବେହେରା, ସୋରଡ଼ା- ସଂଘମିତ୍ରା ସ୍ବାଇଁ, ହିଂଜିଳି- ନବୀନ ପଟ୍ଟନାୟକ, ଗୋପାଳପୁର- ବିକ୍ରମ ପଣ୍ଡା, ଦିଗପହଣ୍ଡି- ବିପ୍ଳବ ପାତ୍ର, ଚିକିଟି- ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, କୋଟପାଡ଼- ଚନ୍ଦ୍ରଶେଖର ମାଝୀ, କୋରାପୁଟ- ରଘୁରାମ ପୋଡ଼ାଲ, ମାଲକାନଗିରି- ମାନସ ମାଡ଼କାମୀ, ଘସିପୁରା- ବଦ୍ରିନାରାୟଣ ପାତ୍ର, ପାଟଣା- ଜଗନ୍ନାଥ ନାଏକ।

 ଲୋକସଭା ପ୍ରାର୍ଥୀ 

କଳାହାଣ୍ଡିରୁ ଲମ୍ବୋଦର ନିଆଲ, ମୟୁରଭଞ୍ଜରୁ ସୁଦାମ ମାରାଣ୍ଡି , କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡରୁ ଦିଲ୍ଲୀପ ତିର୍କୀ, ନବରଙ୍ଗପୁରରୁ ପ୍ରଦୀପ ମାଝୀ , ଭୁବନେଶ୍ବରରୁ ମନ୍ମଥରାୟଙ୍କ ନାଁ ଘୋଷଣା କରାଯାଇଛି । ନବରଙ୍ଗପୁର- ପ୍ରଦୀପ ମାଝୀ, ଭୁବନେଶ୍ବର- ମନ୍ମଥ ରାଉତରାୟ, କୋରାପୁଟ- କୌଶଲ୍ୟା ହିକକା, ଆସିକାରୁ ରଂଜିତା ସାହୁ ପ୍ରାର୍ଥୀ ହୋଇଛନ୍ତି।

 

ଅଧିକ ପଢନ୍ତୁ ଓଡିଶା ଖବର

Sponsored
Announcement of BJD candidates; Who is the candidate from where? | Argus News