Marrying Six Women / ହିନ୍ଦୁ ପରିଚୟ ଦେଇ ୬ ମହିଳାଙ୍କୁ ବିବାହ, ଏମିତି ଅହମ୍ମଦର ଚାଲ୍ ଧରାପଡ଼ିଲା
·36 mins ago·2 min read

Key Points
ହିନ୍ଦୁ ସାଜି ବିବାହ ଖେଳ
ଜଣକ ପରେ ଜଣେ ୬ଜଣଙ୍କୁ ବିବାହ
କେମିତି ଧରାପଡ଼ିଲା ଅହମ୍ମଦ ?
ଜଣକ ପରେ ଜଣେ ୬ଜଣଙ୍କୁ ବିବାହ
କେମିତି ଧରାପଡ଼ିଲା ଅହମ୍ମଦ ?
ଦିସପୁର: କେତେବେଳେ ରାଜୁ ବୋରା, କେତେବେଳେ ଉତ୍ପଳ ବୋରା ପୁଣି କେତେବେଳେ ଉତ୍ପଳ ସାଇକିଆ । ଆସାମର ନଗାଓଁରେ ଭିନ୍ନ ଭିନ୍ନ ପରିଚୟ ଦେଇ ୬ଜଣ ହିନ୍ଦୁ ମହିଳାଙ୍କୁ ବିବାହ କରିଥିଲା ଅଭିଯୁକ୍ତ ଅହମ୍ମଦ । ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ସେହିପରି ନାଁ ମଧ୍ୟ ରଖିଥିଲା । ହେଲେ ଶେଷରେ ଖୋଲିଲା ଗୁମର । ଧରାପଡ଼ିଲା ମିଛି ମିଛିକା ହିନ୍ଦୁ ସାଜି ବିବାହ ୬ ମହିଳାଙ୍କୁ ବିବାହ କରିଥିବା ଅହମ୍ମଦ । ପୋଲିସ ଅହମ୍ମଦକୁ ଗିରଫ କରିଛି ।
ଅଭିଯୁକ୍ତର ପୂରା ନାମ ଜୁମୁଦ୍ଦିନ ଅହମ୍ମଦ ବୋଲି ଜଣାପଡ଼ିଛି । ସେ ନିଜର ଧାର୍ମିକ ପରିଚୟକୁ ଲୁଚାଇ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲା । ପୋଲିସ ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅହମ୍ମଦକୁ ଗିରଫ କରିଛି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସେ ଗତ ୨୫ ବର୍ଷ ଧରି ଚିନ୍ତାରେ ଥିଲେ ।
ପଢନ୍ତୁ ଏହି ଖବର: ବେକ ଯାଏଁ ଅଧା ଖଣ୍ଡିଆ ଚୁଟି; ହାତରେ କଟା ବେଣୀ ଧରି ଥାନାରେ ମହିଳା

- କେମିତି ଧରାପଡ଼ିଲା ଅହମ୍ମଦ ?
ପଢନ୍ତୁ ଏହି ଖବର: ବେକ ଯାଏଁ ଅଧା ଖଣ୍ଡିଆ ଚୁଟି; ହାତରେ କଟା ବେଣୀ ଧରି ଥାନାରେ ମହିଳା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନକଲି ପରିଚୟ ପତ୍ର ତିଆରି କରୁଥିଲା
- 'ଲଭ୍ ଜିହାଦ୍'କୁ ନେଇ ଚର୍ଚ୍ଚା
Related Topics
Explore more stories