Rinku Pinky Hotel Death / ୨୬ବର୍ଷର ଯୁବକ, ୪୬ବର୍ଷୀୟ ମହିଳା, ହୋଟେଲରେ ୯ଦିନ...ମିଳିଲା ଶବ
·1 hour ago·2 min read

Key Points
୨୬ବର୍ଷର ଯୁବକକୁ ୪୬ବର୍ଷୀୟ ମହିଳା
ହୋଟେଲରେ ଥିଲେ ୯ ଦିନ
ମିଳିଲା ଉଭୟଙ୍କ ମୃତଦେହ, ଘଟଣା କଣ ?
ହୋଟେଲରେ ଥିଲେ ୯ ଦିନ
ମିଳିଲା ଉଭୟଙ୍କ ମୃତଦେହ, ଘଟଣା କଣ ?
ଲକ୍ଷ୍ନୌ: ରୁମ୍ ନମ୍ବର ୨୦୧ । ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ଶବ । ୨୬ ବର୍ଷର ଯୁବକକୁ ୪୬ବର୍ଷୀୟ ମହିଳା । ସେପ୍ଟେମ୍ବର ୨୨ ତାରିଖରେ ହୋଟେଲକୁ ଯାଇଥିଲେ । ଠିକ୍ ୯ଦିନ ପରେ ଉଭୟଙ୍କ ମୃତଦେହ ମିଳିଛି । ସେମାନେ ଘରୋଇ ଚାକିରି କରୁଥିବା କହି ରୁମ୍ ବୁକ୍ କରିଥିଲେ । ଗୁରୁବାର ପ୍ରାୟ ସକାଳ ୮ଟା ପରେ ରୁମରୁ ଆଉ ପୂର୍ବପରି ଚା', ଖାଦ୍ୟ ପାନୀୟର ଅର୍ଡର ଆସିନଥିଲା । ଆଉ ଏବେ ଉଭୟଙ୍କ ମୃତଦେହ ମିଳିଛି । ନିଜଠୁ ପ୍ରାୟ ଅଧାବର୍ଷର ଯୁବକଙ୍କ ସହ ମହିଳାଙ୍କ ସମ୍ପର୍କ କଣ ଥିଲା ତାକୁ ନେଇ ଚର୍ଚ୍ଚା ହେଉଛି ।
ପଢନ୍ତୁ ଏହି ଖବର: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ଘଟଣା; ନୂଆ CCTV ଭିଡିଓ କହିଦେଲା ସତ
- ସନ୍ଦେହ କରିଥିଲେ ହୋଟେଲ କର୍ମଚାରୀ
- ମିଳିଲା ମହିଳା ଓ ଯୁବକଙ୍କ ପରିଚୟ
ପଢନ୍ତୁ ଏହି ଖବର: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ମୃତ୍ୟୁ ଘଟଣା; ନୂଆ CCTV ଭିଡିଓ କହିଦେଲା ସତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମୃତ୍ୟୁର କାରଣ କଣ ?
- ବିବାହିତ ଥିଲେ ମହିଳା
Related Topics
Explore more stories