Taxi Driver Affair / କାରରେ ବସି ସବୁ ଶୁଣୁଥିଲେ ସ୍ଵାମୀ; ଟ୍ୟାକ୍ସି ଡ୍ରାଇଭରଙ୍କ ପ୍ରେମରେ ପଡିଲେ ବ୍ୟାଙ୍କ ମ୍ୟାନେଜରଙ୍କ ସ୍ତ୍ରୀ
·5 months ago·2 min read

Key Points
ଏହି ଘଟଣା କୌଣସି ଫିଲ୍ମ କାହାଣୀଠୁ କମ ନୁହେଁ
ପ୍ରାୟତଃ ଟ୍ୟାକ୍ସିରେ ବସି ସ୍ଵାମୀଙ୍କୁ ଭେଟିବାକୁ ଯାଉଥିଲେ ମହିଳା
ଶେଷରେ ଟ୍ୟାକ୍ସି ଡ୍ରାଇଭରଙ୍କ ପ୍ରେମରେ ପଡ଼ିଲେ
ପ୍ରାୟତଃ ଟ୍ୟାକ୍ସିରେ ବସି ସ୍ଵାମୀଙ୍କୁ ଭେଟିବାକୁ ଯାଉଥିଲେ ମହିଳା
ଶେଷରେ ଟ୍ୟାକ୍ସି ଡ୍ରାଇଭରଙ୍କ ପ୍ରେମରେ ପଡ଼ିଲେ
ରାଜସ୍ଥାନର ଅଲବରର ଏହି କାହାଣୀ କୌଣସି ଫିଲ୍ମ ସ୍କ୍ରିପ୍ଟଠାରୁ କମ ନୁହେଁ । ସବୁଦିନ ଟ୍ୟାକ୍ସିରେ କିଛି ସମୟର ଯାତ୍ରା, ଡ୍ରାଇଭରଙ୍କ ସହ କଥାବାର୍ତ୍ତା, ପୁଣି ପ୍ରେମ । ଏବେ ଶେଷରେ ଡ୍ରାଇଭର ଓ ମହିଳା ଗିରଫ ହୋଇଛନ୍ତି । ଗିରଫ ମହିଳା ଜଣକ ହେଉଛନ୍ତି ଅର୍ଚ୍ଚନା ଅରୋରା, ଯିଏକି ବ୍ୟାଙ୍କ ମ୍ୟାନେଜର କର୍ଣ୍ଣବ ଖତ୍ରୀଙ୍କ ପତ୍ନୀ । କର୍ଣ୍ଣବ ଜୟପୁରରେ ଚାକିରି କରିଥିଲେ ଓ ଏଥିଲାଗି ଅର୍ଚ୍ଚନାଙ୍କ ଜୟପୁରକୁ ଯିବା ଆସିବା ଲାଗି ରହୁଥିଲା । ହେଲେ ଶେଷରେ ଟ୍ୟାକ୍ସି ଡ୍ରାଇଭରଙ୍କ ପ୍ରେମରେ ପଡ଼ିଲେ ଅର୍ଚ୍ଚନା ।
ପଢନ୍ତୁ ଏହି ଖବର: ସମସ୍ତଙ୍କୁ ଚମକାଇଦେଲେ ୮୯ ବର୍ଷୀୟ ବୃଦ୍ଧା; ୨୭ ମହଲାରୁ ତଳକୁ ଓହ୍ଲାଇଲେ
- କେମିତି ପ୍ରେମରେ ପଡ଼ିଲେ ଅର୍ଚ୍ଚନା ?
- କାରରେ ବସି ସବୁ ଶୁଣିଥିଲେ କର୍ଣ୍ଣବ
ପଢନ୍ତୁ ଏହି ଖବର: ସମସ୍ତଙ୍କୁ ଚମକାଇଦେଲେ ୮୯ ବର୍ଷୀୟ ବୃଦ୍ଧା; ୨୭ ମହଲାରୁ ତଳକୁ ଓହ୍ଲାଇଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘରେ ପହଞ୍ଚିବା ପରେ କର୍ଣ୍ଣବ ଅର୍ଚ୍ଚନାଙ୍କୁ ଏ ସମ୍ପର୍କରେ ପଚାରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅର୍ଚ୍ଚନା ଛାଡ଼ପତ୍ର ଦେବା କଥା କହିବା ସହ କର୍ଣ୍ଣବଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । କର୍ଣ୍ଣବ ଏହାକୁ ଅଗ୍ରାହ କରିଥିଲେ । ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବା ପରେ ଦିନେ ଅର୍ଚ୍ଚନା ଘର ଛାଡ଼ି ଚାଲିଯିବା ସହ ସାଥୀରେ କିଛି ନଗଦ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଥିଲେ ।
ଗତ ମାର୍ଚ୍ଚ ମାସରେ କର୍ଣ୍ଣବ ଏ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପ୍ରାୟ ୧ ମାସ ପରେ ଅର୍ଚ୍ଚନା ଓ ଋଷଭ ଦୁହେଁ ଅଲବର ଏସପିଙ୍କ ଅଫିସରେ ପହଞ୍ଚିଥିଲେ ଓ ଏହାପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏବେ ଉଭୟ ଜେଲରେ ଥିବାବେଳେ ପୋଲିସ ପଚରା ଉଚରା ଜାରି ରଖିଛି । ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବା ପୋଲିସ କହିଛି ।

Related Topics
Explore more stories