Viral Story / ସମସ୍ତଙ୍କୁ ଚମକାଇଦେଲେ ୮୯ ବର୍ଷୀୟ ବୃଦ୍ଧା; ୨୭ ମହଲାରୁ ତଳକୁ ଓହ୍ଲାଇଲେ
·5 months ago·2 min read

Key Points
ଚର୍ଚ୍ଚାରେ ଚୀନର ୮୯ ବର୍ଷୀୟ ବୃଦ୍ଧା
୨୭ ମହଲାରୁ ତଳକୁ ଓହ୍ଲାଇଲେ
୨୭ ମହଲାରୁ ତଳକୁ ଓହ୍ଲାଇଲେ
ଆପାର୍ଟମେଣ୍ଟରେ ତାଲା ପଡ଼ିବା ପରେ ୨୭ ମହଲା କୋଠା ତଳକୁ ଓହ୍ଲାଇଲେ ୮୯ ବର୍ଷୀୟ ମହିଳା । ବୃଦ୍ଧା ଜଣଙ୍କୁ କୌଣସି ଶାରୀରିକ ଆଘାତ ଲାଗିନାହିଁ । ଚୀନ ରାଜଧାନୀ ବେଜିଂରେ ଏହି ଘଟଣା ଘଟିଥିବାବେଳେ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବୃଦ୍ଧା ଜଣକ ଭୁଲବଶତଃ ନିଜ ଆପାର୍ଟମେଣ୍ଟ ଭିତରେ ନିଜକୁ ବନ୍ଦ କରି ଦେବା ପରେ ଏପରି ସାହାସ କରିଥିବା ଜଣାପଡ଼ିଛି ।
- କଣ ପୂରା ଘଟଣା ?
- ୨୭ ମହଲାରୁ ଓହ୍ଲାଇଲେ ବୃଦ୍ଧା
- ନିଜକୁ ରୁମରେ ବନ୍ଦ କରିଦେଇଥିଲେ ବୃଦ୍ଧା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଭାରତରେ ଅସମ୍ଭବ, କିନ୍ତୁ ଏଠାରେ ସତ ! ବିନା ଟ୍ରାଫିକ୍ ଲାଇଟରେ ଚାଲେ ଦେଶ
ବୃଦ୍ଧାଙ୍କୁ କୌଣସି ଶାରୀରିକ ଆଘାତ ପାଇ ନଥିଲେ ସୁଦ୍ଧା ଅତ୍ୟନ୍ତ କ୍ଳାନ୍ତ ଏବଂ ଭୟଭୀତ ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ପରିବାର ଲୋକେ ପହଞ୍ଚିଥିଲେ । ସେମାନେ ଅଗ୍ନିଶମ କର୍ମଚାରୀଙ୍କ ସମୟୋଚିତ ସହାୟତା ଏବଂ ସୁରକ୍ଷିତ ଉଦ୍ଧାର ପାଇଁ ତାଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ତେବେ ପରିଣତ ବୟସରେ ଏପରି ବିପଦପୂର୍ଣ୍ଣ ଭାବେ ୨୭ ମହଲାରୁ ଓହ୍ଲାଇବା ଘଟଣା ଚୀନରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Related Topics
Explore more stories