Beating Viral Video / ଚାକିରିରୁ ବିଦା ହେଲା ସ୍ତ୍ରୀ; ମାଲିକଙ୍କୁ ପିଟିଲେ ସ୍ଵାମୀ, ଭିଡିଓ ଭାଇରାଲ
·5 months ago·2 min read

Key Points
ବେଙ୍ଗାଲୁରୁରେ ମାଲିକଙ୍କୁ ଉତ୍ତମ ମଧ୍ୟମ
ମହିଳାଙ୍କୁ ଚାକିରିରୁ ବିଦା ପରେ ମାଲିକଙ୍କୁ ମାଡ଼
ମହିଳାଙ୍କୁ ଚାକିରିରୁ ବିଦା ପରେ ମାଲିକଙ୍କୁ ମାଡ଼
ବେଙ୍ଗାଲୁରୁ ଅବଲାହଲ୍ଲୀ ଅଞ୍ଚଳର ଏକ ସେଲୁନ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେଲୁନ ମାଲିକଙ୍କୁ ଜଣେ ବ୍ୟକ୍ତି ପକେଇ ଉଠେଇ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ସେଲୁନ ମାଲିକ ଜଣେ ମହିଳାଙ୍କୁ ଚାକିରିରୁ ବିଦା ହେବା ପରେ ତାଙ୍କ ସ୍ଵାମୀ ସେଲୁନକୁ ଆସି ମାଲିକଙ୍କୁ ମାଡ଼ ମାରିଛନ୍ତି । ଏହି ଗଣ୍ଡଗୋଳର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାବେଳେ ସୋସିଆଲ ମିଡିଆରେ ଭିଡିଓ ଖୁବ ଭାଇରାଲ ହେଉଛି ।
ପଢନ୍ତୁ ଏହି ଖବର: ତେଲେଙ୍ଗାନାରେ ଟ୍ରିପଲ୍ ମର୍ଡର; ସ୍ଵିମିଂ ପୁଲରେ ବୁଡାଇ ଗର୍ଭବତୀ ସ୍ତ୍ରୀ, ଦୁଇ ଝିଅଙ୍କୁ ହତ୍ୟା
- କଣ ପୂରା ଘଟଣା ?
- କାହିଁକି ଆରମ୍ଭ ହେଲା ଝଗଡ଼ା ?
ପଢନ୍ତୁ ଏହି ଖବର: ତେଲେଙ୍ଗାନାରେ ଟ୍ରିପଲ୍ ମର୍ଡର; ସ୍ଵିମିଂ ପୁଲରେ ବୁଡାଇ ଗର୍ଭବତୀ ସ୍ତ୍ରୀ, ଦୁଇ ଝିଅଙ୍କୁ ହତ୍ୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଣ୍ଡଗୋଳର ପୂରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଏହି ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅବଲାହଲ୍ଲୀ ପୋଲିସ ଷ୍ଟେସନରେ ଅଭିଯୁକ୍ତ (ସୁଷମାଙ୍କ ସ୍ଵାମୀ) ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ବର୍ତ୍ତମାନ ଅଭିଯୁକ୍ତ ଓ ତାର ସହଯୋଗୀ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଖୋଜିବା ଲାଗି ଚାରିଆଡେ ପଇଁତରା ମାରୁଛି । ତେବେ ବାସ୍ତବରେ କେଉଁ ଘଟଣା ଯୋଗୁଁ ଗଣ୍ଡଗୋଳ ହୋଇଛି ସେ ନେଇ ପୋଲିସ ତଦନ୍ତ କରୁଛି ।
Related Topics
Explore more stories