Telangana Triple Murder / ତେଲେଙ୍ଗାନାରେ ଟ୍ରିପଲ୍ ମର୍ଡର; ସ୍ଵିମିଂ ପୁଲରେ ବୁଡାଇ ଗର୍ଭବତୀ ସ୍ତ୍ରୀ, ଦୁଇ ଝିଅଙ୍କୁ ହତ୍ୟା
·5 months ago·2 min read

Key Points
ତେଲେଙ୍ଗାନାରେ ଟ୍ରିପଲ୍ ମର୍ଡର
ସ୍ଵିମିଂ ପୁଲରେ ବୁଡାଇ ସ୍ତ୍ରୀ, ଦୁଇ ଝିଅକୁ ହତ୍ୟା
ସ୍ଵିମିଂ ପୁଲରେ ବୁଡାଇ ସ୍ତ୍ରୀ, ଦୁଇ ଝିଅକୁ ହତ୍ୟା
ତେଲେଙ୍ଗାନାରେ ଗର୍ଭବତୀ ପତ୍ନୀ ଓ ଦୁଇ ଝିଅଙ୍କ ହତ୍ୟା ଘଟଣାରେ ଏବେ ନୂଆ ଖୁଲାସା ହୋଇଛି । ତିନି ଜଣଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣା ବୋଲି କହୁଥିବା ସ୍ଵାମୀର ଅସଲି ଚେହେରା ପଦାକୁ ଆସିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ସ୍ଵାମୀ ହିଁ ନିଜ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିଛି । ଏହାର କାରଣ ଜାଣିଲେ ସଭିଙ୍କ ହୋସ୍ ଉଡ଼ିଛି । ପୁତ୍ର ସନ୍ତାନ ନଥିବାରୁ ନାରାଜ ଥିବା ସ୍ଵାମୀ ନିଜ ଗର୍ଭବତୀ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ସ୍ଵିମିଂ ପୁଲରେ ଫିଙ୍ଗି ହତ୍ୟା କରିଛି ।
ପଢନ୍ତୁ ଏହି ଖବର: ଲକ୍ଷ୍ନୌରେ ବିସ୍ଫୋରଣ ପାଇଁ କରିଥିଲେ ଷଡ଼ଯନ୍ତ୍ର; ୪ ଆତଙ୍କୀଙ୍କୁ ଧରିଲା ATS
ଯେତେବେଳେ ପୋଲିସ ଯାଞ୍ଚ କରିଥିଲା ସେତେବେଳେ ଜାଣିବାକୁ ପାଇଥିଲା ଯେ ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ପାଖରେ ଥିବା ସିସିଟିଭିକୁ ଅଚଳ କରିଦିଆଯାଇଥିଲା । ପଚରାଉଚରା ସମୟରେ ଅଜହରୁଦ୍ଦିନ ବୟାନରେ ବି ଅସନ୍ତୋଷ ସ୍ପଷ୍ଟ ବାରି ହେଉଥିଲା, ଯାହା ଫଳରେ ପୋଲିସର ସନ୍ଦେହ ସଠିକ୍ ବାହାରିଥିଲା । ପୋଲିସ ହତ୍ୟା ମାମଲା ରୁଜୁ କରି ଫେରାର ଥିବା ଅଜହରୁଦ୍ଦିନକୁ ଗିରଫ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଛି ।
- କେମିତି ଜାଣିଲା ପୋଲିସ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଏଥିପାଇଁ ରଚିଥିଲା ଷଡ଼ଯନ୍ତ୍ର
ବର୍ତ୍ତମାନ ମହିଳା ପୁରୁଷଙ୍କଠାରୁ କୌଣସି ଗୁଣରେ କମ ନୁହେଁ । ଦେଶର ବିଭିନ୍ନ କ୍ଷେତ୍ରରେ ମହିଳା ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି । ଏପରିକି ଆମ ଦେଶର ରାଷ୍ଟ୍ରପତି ମଧ୍ୟ ମହିଳା ହୋଇସାରିଛନ୍ତି । ଏହାପରେ ମଧ୍ୟ ଭାରତୀୟଙ୍କ ମନରେ ଏପରି ମନୋଭାବକୁ ସାରା ଅଞ୍ଚଳରେ ନିନ୍ଦା କରାଯାଇଛି । ଅଭିଯୁକ୍ତକୁ କଠୋର ସଜ୍ଜା ଦେବାକୁ ସାଧାରଣରେ ଦାବି ହୋଇଛି ।
Related Topics
Explore more stories