Bengaluru Murder / ପ୍ରଥମେ ପତ୍ନୀ..ପରେ ଟାର୍ଗେଟ୍ରେ ଶାଶୂଘର, ଜ୍ଵାଇଁର କ୍ରୋଧରେ ଛାରଖାର ପରିବାର
·1 hour ago·2 min read

Key Points
ଘର ଭିତରେ ମୃତ୍ୟୁର ମହାଷଡ଼ଯନ୍ତ୍ର
ରକ୍ତରଞ୍ଜିତ ହେଲା ସମ୍ପର୍କ
ଛାରଖାର ହୋଇଗଲା ପୂରା ପରିବାର
ରକ୍ତରଞ୍ଜିତ ହେଲା ସମ୍ପର୍କ
ଛାରଖାର ହୋଇଗଲା ପୂରା ପରିବାର
ବେଙ୍ଗାଲୁରୁ: ସମ୍ପର୍କରେ ଥିଲା ତିକ୍ତତା... ମନରେ ଥିଲା ପ୍ରତିଶୋଧର ନିଆଁ... ଆଉ ସେହି ନିଆଁରେ ଜଳିଗଲା ୭ଟି ନିରୀହ ଜୀବନ । ସ୍ତ୍ରୀଙ୍କ ସହ ପାରିବାରିକ କଳହରୁ ବେଙ୍ଗାଲୁରୁରେ ଜଘନ୍ୟ କାଣ୍ଡ ଘଟାଇଛି ଜଣେ କ୍ୟାବ୍ ଡ୍ରାଇଭର । ନିଜ ପତ୍ନୀଙ୍କ ସମେତ ଶାଶୂଘରର ୬ ଜଣଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର । ହେଲେ ଗୋଟିଏ ନିଖୋଜ ଅଭିଯୋଗ ଖୋଲିଦେଲା ଏହି ୭ ହତ୍ୟାର ରହସ୍ୟ ।
ପଢନ୍ତୁ ଏହି ଖବର: ଶାଶୂ-ଜ୍ୱାଇଁ ପ୍ରେମ କାହାଣୀ... ସ୍ୱାମୀଙ୍କୁ ଛାଡ଼ି ସୁନା ଗହଣା ନେଇ ଜ୍ୱାଇଁଙ୍କ ସହ ପଳାଇଗଲେ ଶାଶୂ !
- ଶିଳପୁଆରେ ରକ୍ତରଞ୍ଜିତ ହେଲା ସମ୍ପର୍କ
- ହତ୍ୟା ଘଟଣା ଲୁଚାଇବାକୁ ଉଦ୍ୟମ
ପଢନ୍ତୁ ଏହି ଖବର: ଶାଶୂ-ଜ୍ୱାଇଁ ପ୍ରେମ କାହାଣୀ... ସ୍ୱାମୀଙ୍କୁ ଛାଡ଼ି ସୁନା ଗହଣା ନେଇ ଜ୍ୱାଇଁଙ୍କ ସହ ପଳାଇଗଲେ ଶାଶୂ !
- ଏମିତି ଧରାପଡ଼ିଲା ହତ୍ୟାକାରୀ ଜ୍ଵାଇଁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories