Girl Child Missing / ବାହାରେ ଛୁଆ ଖେଳୁଥିଲେ ସାବଧାନ ! ୨ବର୍ଷର ଶିଶୁ ଗାଏବ, କାଖେଇ ନେଇଗଲେ ମହିଳା
·3 hours ago·2 min read

Key Points
ହଠାତ୍ ୨ବର୍ଷର ଛୁଆ ପାଖକୁ ଆସିଲେ
କାଖେଇ ନେଇଗଲେ ମହିଳା
ଖେଳୁଥିବା ଅବସ୍ଥାରେ ଛୁଆ ଗାଏବ
କାଖେଇ ନେଇଗଲେ ମହିଳା
ଖେଳୁଥିବା ଅବସ୍ଥାରେ ଛୁଆ ଗାଏବ
ପାଟନା: ଅନେକ ସମୟରେ ଅଭିଭାବକମାନେ ଘରେ କାମ କରୁଥିବାବେଳେ ଦାଣ୍ଡରେ ଛୁଆ ଖେଳୁଥାଏ । ହେଲେ ଏଠି ଘର ବାହାରୁ ହିଁ ଗାଏବ ହୋଇଯାଇଛି ୨ ବର୍ଷର ଶିଶୁ । ପିଲାଟି ବାହାରୁ ହଠାତ୍ ଗାଏବ ହୋଇଗଲା ପରେ ପରିବାର ଲୋକେ ଖୋଜାଖୋଜି କରୁଥିଲେ । ମାତ୍ର ମିଳିନଥିଲା ପିଲା । ଏଣେତେଣେ, ପଡୋଶୀଙ୍କୁ ପଚରାଉଚରା ମଧ୍ୟ କରୁଥିଲେ । ଯେତେବେଳେ ଘଟଣା ଥାନାରେ ପହଞ୍ଚିଥିଲା, ସେତେବେଳେ ସିସିଟିଭିରେ ଜଣାପଡ଼ିଥିଲା ପ୍ରକୃତ ସତ । ଜଣେ ମହିଳା ଛୁଆକୁ ଧରି ଚାଲିଯାଉଥିବା ଜଣାପଡ଼ିଥିଲା ।
ସିସିଟିଭି ଯାଞ୍ଚ ହେବାପରେ ମହିଳା ଜଣକ ଗାଁର ଅମରୁଲ ଖାନଙ୍କ ଝିଅ ସାବିନା ଓରଫ ସୁମି ଖାତୁନ ବୋଲି ଜଣାପଡ଼ିଛି । ଏହାପରେ ପୋଲିସ ସାବିନାଙ୍କ ସହିତ ତାଙ୍କ ମାଆ ଓ ଭାଇକୁ ହେପାଜତକୁ ନେଇଛି । ୩ ଜଣଙ୍କୁ ପଚରାଉଚରା କରାଯାଉଛି । ସାବିନା ଛୁଆଟିକୁ କୁଆଡେ ନେଇଯାଇଥିଲା ଓ ଏହାପଛର ପ୍ରକୃତ ଘଟଣା ତାହା ତଦନ୍ତ କରୁଛି ।

- କଣ ପୂରା ଘଟଣା ?
- ସାବିନାକୁ ପୋଲିସର ପଚରାଉଚରା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଏଟିଏମ ମେସିନ୍ ତାଡି ଲୁଟିନେଲେ ଟଙ୍କା; ଚୋରଙ୍କୁ ରହିଲାନି ସିସିଟିଭି ଭୟ
- କଣ କହିଲା ପୋଲିସ ?
Related Topics
Explore more stories