Boyfriend Surprise / ହଠାତ୍ ବରଯାତ୍ରୀ ଧରି ଗର୍ଲଫ୍ରେଣ୍ଡ ଘରେ ହାଜର ବୟଫ୍ରେଣ୍ଡ; ଆଉ ତା' ପରେ...
·2 hours ago·2 min read

Key Points
ପୁରୁଷ ବନ୍ଧୁର ଅଜବ କାରନାମା
ବରଯାତ୍ରୀ ଧରି ଗର୍ଲଫ୍ରେଣ୍ଡ ଘରେ ହାଜର
ଆଉ ତା' ପରେ କଣ ହେଲା ଜାଣନ୍ତୁ
ବରଯାତ୍ରୀ ଧରି ଗର୍ଲଫ୍ରେଣ୍ଡ ଘରେ ହାଜର
ଆଉ ତା' ପରେ କଣ ହେଲା ଜାଣନ୍ତୁ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାପୁଡରେ ପ୍ରେମ ପ୍ରସଙ୍ଗକୁ ନେଇ ଏକ ଅଜବ ଖବର ସାମ୍ନାକୁ ଆସିଛି । ଯେଉଁଠି ଦୀପାବଳି ପରଦିନ ଜଣେ ପ୍ରେମିକ ନିଜ ପ୍ରେମିକା ଘରେ ବରଯାତ୍ରୀ ଧରି ପହଞ୍ଚିଥିଲା । ହଠାତ୍ ଘର ସାମ୍ନାରେ ବାଜା ବାଣ ସହ ବରଯାତ୍ରୀଙ୍କୁ ଦେଖି ପ୍ରେମିକାଙ୍କ ଘରଲୋକେ ଦ୍ଵନ୍ଦ୍ଵରେ ପଡ଼ିଯାଇଥିଲେ । ଏହାପରେ ଯାହା ହେଲା ତାକୁ ନେଇ ବେଶ ଚର୍ଚ୍ଚା ହେଉଛି । ପ୍ରେମିକାଙ୍କ ଘର ଲୋକ ପ୍ରେମିକକୁ ମାଡ଼ ମାରିଥିବା ଜଣାପଡ଼ିଛି । ଶେଷରେ ଥାନାରେ ଘଟଣାର ନିଷ୍କର୍ସ ବାହାରିଛି ।
ପଢନ୍ତୁ ଏହି ଖବର: ଜ୍ଵାଇଁଙ୍କୁ ୨ କୋଟିର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗିଫ୍ଟ; ଝିଅ ବାହାଘରରେ ୪ ଲକ୍ଷ ଲୋକଙ୍କ ପାଇଁ ଭୋଜି
ହଠାତ୍ ଘର ସାମ୍ନାରେ ବରଯାତ୍ରୀ ଦେଖି ଶିବାନୀଙ୍କ ପରିବାର ଲୋକେ ରାଗି ଯାଇଥିଲେ । ଏହାପରେ ସେମାନେ ଅମନ ଓ ତାଙ୍କ ଘରଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ । ଏପରିକି ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ପୋଲିସ ଉଭୟ ପକ୍ଷକୁ ଥାନାକୁ ଡାକି ବୁଝାସୁଝା କରିଥିଲା ।
- କଣ ପୂରା ଘଟଣା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପ୍ରେମିକ ଘରକୁ ଗଲା ପ୍ରେମିକା
Related Topics
Explore more stories