CJP Protest Ends / ଆଲୋଚନା ଶେଷ; ଜନ୍ତରମନ୍ତରରୁ ଆନ୍ଦୋଳନରୁ ଓହରିଲା CJP
·1 hour ago·2 min read

Key Points
ସରକାରଙ୍କ ସହ CJPର ତୃତୀୟ ପର୍ଯ୍ୟାୟ ଆଲୋଚନା ଶେଷ
ଜନ୍ତରମନ୍ତରରୁ ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି

ନୂଆଦିଲ୍ଲୀ: ସରକାରଙ୍କ ସହ କକ୍ରୋଚ୍ ଜନତା ପାର୍ଟି (CJP)ର ତୃତୀୟ ପର୍ଯ୍ୟାୟ ଆଲୋଚନା ଶେଷ । ଜନ୍ତରମନ୍ତରରୁ ଆନ୍ଦୋଳନ ହେଲା ପ୍ରତ୍ୟାହାର । କେନ୍ଦ୍ର ସରକାର ଓ CJP ପ୍ରତିନିଧିଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପରେ ଏହି ବଡ଼ ନିଷ୍ପତ୍ତି ନେଇଛି ସିଜେପି । ସରକାର ଦ୍ବିତୀୟ ଦାବି ମଧ୍ୟ ମାନି ନେଇଥିବା ସିଜେପି ଦାବି କରିଛି ।
ସେ ଆହୁରି କହିଛନ୍ତି ଯେ ଏକ ଦାବି ପୂରଣ ହୋଇସାରିଥିବା ବେଳେ, ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଛାତ୍ରମାନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ପୋଲିସ ମାମଲା ପ୍ରତ୍ୟାହାର କରାଯିବ । ଏହାସହିତ ଭବିଷ୍ୟତରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ଏବଂ NEET ପେପର ଲିକ୍ ଘଟଣାରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ନିୟମ ଅନୁସାରେ ସର୍ବାଧିକ କ୍ଷତିପୂରଣ ଦିଆଯିବ।
ପଢନ୍ତୁ ଏହି ଖବର: ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ରୂପକାର; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ଅବଦାନ
ସିଜେପି ମୁଖପାତ୍ର ସୌରଭ ଦାସ କହିଛନ୍ତି, "ସରକାର ଆମର ଦାବି ଗ୍ରହଣ କରିଥିବାରୁ ଆମେ ସମସ୍ତ ପ୍ରତିବାଦକାରୀଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରୁଛୁ ।" ସେହିପରି ଆଶୁତୋଷ ରାଙ୍କା ଆହୁରି କହିଛନ୍ତି, "୩୬ ଦିନର ପ୍ରତିବାଦ ପରେ ସରକାର ଆମର ସମସ୍ତ ଦାବି ଗ୍ରହଣ କରିଛନ୍ତି । ଆମେ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ ସ୍ଥଳରୁ ଓହରି ଯିବାକୁ ଅନୁରୋଧ କରୁଛୁ ।"
- ସରକାର-ସିଜେପି ଆଲୋଚନା ଶେଷ
CJP spokesperson Ashutosh Ranka says,
— Cockroach Janta Party (@CJP_for_India) July 25, 2026
“All our demands have been accepted. We request the protestors to peacefully withraw the protest with immediate effect.” pic.twitter.com/yXEVLj3UAd
- ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା
ସେ ଆହୁରି କହିଛନ୍ତି ଯେ ଏକ ଦାବି ପୂରଣ ହୋଇସାରିଥିବା ବେଳେ, ସରକାର ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଛାତ୍ରମାନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ପୋଲିସ ମାମଲା ପ୍ରତ୍ୟାହାର କରାଯିବ । ଏହାସହିତ ଭବିଷ୍ୟତରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ଏବଂ NEET ପେପର ଲିକ୍ ଘଟଣାରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ନିୟମ ଅନୁସାରେ ସର୍ବାଧିକ କ୍ଷତିପୂରଣ ଦିଆଯିବ।
ପଢନ୍ତୁ ଏହି ଖବର: ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ରୂପକାର; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ଅବଦାନ
ସିଜେପି ମୁଖପାତ୍ର ସୌରଭ ଦାସ କହିଛନ୍ତି, "ସରକାର ଆମର ଦାବି ଗ୍ରହଣ କରିଥିବାରୁ ଆମେ ସମସ୍ତ ପ୍ରତିବାଦକାରୀଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରୁଛୁ ।" ସେହିପରି ଆଶୁତୋଷ ରାଙ୍କା ଆହୁରି କହିଛନ୍ତି, "୩୬ ଦିନର ପ୍ରତିବାଦ ପରେ ସରକାର ଆମର ସମସ୍ତ ଦାବି ଗ୍ରହଣ କରିଛନ୍ତି । ଆମେ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ ସ୍ଥଳରୁ ଓହରି ଯିବାକୁ ଅନୁରୋଧ କରୁଛୁ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories