Dharmendra Good Works / ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ରୂପକାର; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ଅବଦାନ
·1 month ago·2 min read

Key Points
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ବଳିଷ୍ଠ ଅବଦାନ
ଜାତୀୟ ଶିକ୍ଷାନୀତି ୨୦୨୦ଠାରୁ DIKSHA ପର୍ଯ୍ୟନ୍ତ
ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ଧର୍ମେନ୍ଦ୍ର
ଜାତୀୟ ଶିକ୍ଷାନୀତି ୨୦୨୦ଠାରୁ DIKSHA ପର୍ଯ୍ୟନ୍ତ
ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ଧର୍ମେନ୍ଦ୍ର
ଭୁବନେଶ୍ଵର: ଦେଶର ଯୁବବର୍ଗଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କ ନ୍ୟାୟୋଚିତ ଅପେକ୍ଷାକୁ ଗଭୀର ସମ୍ମାନ ଜଣାଇ ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅନେକ ଦୂରଗାମୀ ପରିବର୍ତ୍ତନ ପାଇଁ ସ୍ମରଣୀୟ ହୋଇ ରହିବ । ତାଙ୍କ ନେତୃତ୍ୱରେ ଶିକ୍ଷା କ୍ଷେତ୍ରରେ ଏଭଳି ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା, ଯାହା କେବଳ ବର୍ତ୍ତମାନ ନୁହେଁ, ଆଗାମୀ ପିଢ଼ିର ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିବ ।
ଶିକ୍ଷା କ୍ଷେତ୍ରରେ ଧର୍ମେନ୍ଦ୍ର ଆଣିଥିବା ଅନେକ ଐତିହାସିକ ସଂସ୍କାର

ଶିକ୍ଷା କ୍ଷେତ୍ରରେ ଧର୍ମେନ୍ଦ୍ର ଆଣିଥିବା ଅନେକ ଐତିହାସିକ ସଂସ୍କାର
- ଜାତୀୟ ଶିକ୍ଷା ନୀତି-୨୦୨୦
- ପ୍ରାଥମିକ ଶିକ୍ଷାର ଗୁଣବତ୍ତା ପାଇଁ 'ନିପୁଣ ଭାରତ'

- ଉଚ୍ଚଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଡିଜିଟାଲ ଯୁଗରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ଵ

- ଦକ୍ଷତା ବିକାଶକୁ ବି ଗୁରୁତ୍ଵ
ପଢନ୍ତୁ ଏହି ଖବର: ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୋଟାମୋଟି ଭାବେ ଦେଖିଲେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆଧୁନିକ, ନମନୀୟ ଏବଂ ଦକ୍ଷତାଭିତ୍ତିକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ବିବେଚିତ ହେବ । ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସଂସ୍କାରଗୁଡ଼ିକ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି ।
Related Topics
Explore more stories