Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଜେପିରେ ଯୋଗଦେଲେ କଂଗ୍ରେସର ବଡ ନେତା ଅଜୟ କପୁର

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେପିରେ ଯୋଗଦେଲେ କଂଗ୍ରେସର ବଡ ନେତା ଅଜୟ କପୁର

ଅର୍ଗସ ବ୍ୟୁରୋ :  ଉତ୍ତରପ୍ରଦେଶ କଂଗ୍ରେସକୁ ବଡ ଝଟକା । ବିଜେପିରେ ଯୋଗଦେଲେ କଂଗ୍ରେସର ବଡ ନେତା ଅଜୟ କପୁର।  ୩ ଥର ବିଧାୟକ ଥିବା ଅଜୟ କପୁର କଂଗ୍ରେସର ରାଷ୍ଟ୍ରୀୟ ସଚିବ ଭାବେ କାମ କରିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ଅଜୟଙ୍କ ଦଳ ଡିଆଁ କଂଗ୍ରେସକୁ ବଡ଼ ଝଟକା ଦେଇଛି ।

 

ଅଧିକ ପଢନ୍ତୁ ରାଜନୀତି ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress leader Ajay Kapoor joined BJP | Argus News