|
logo
Live

Argus News - ତାଣ୍ଡବ ରଚୁଛି ମିଗଜୋମ, ପ୍ରବଳ ବର୍ଷା ଓ ପବନ ଯୋଗୁ ୫ ଜଣଙ୍କ ମୃତ୍ୟୁ

National

ତାଣ୍ଡବ ରଚୁଛି ମିଗଜୋମ, ପ୍ରବଳ ବର୍ଷା ଓ ପବନ ଯୋଗୁ ୫ ଜଣଙ୍କ ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago
ତାଣ୍ଡବ ରଚୁଛି ମିଗଜୋମ, ପ୍ରବଳ ବର୍ଷା ଓ ପବନ ଯୋଗୁ ୫ ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ଚେନ୍ନାଇରେ ତାଣ୍ଡବ ରଚୁଛି ବାତ୍ୟା ମିଗଜୋମ୍‌ର । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଲାଗିରହିଛି । ଫଳରେ ଉବୁଟୁବୁ ହେଉଛି ଚେନ୍ନାଇ । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । 

ଅଧିକ ପଢନ୍ତୁ : ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ଭାଙ୍ଗିଲାଣି ବଡ ବଡ ଗଛ

ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍‌ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କଠାରୁ ଆରମ୍ଭ କରି ଅଫିସ୍ ସବୁ ବନ୍ଦ ଘୋଷଣା କରାଯାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ତାଣ୍ଡବ ରଚୁଛି ମିଗଜୋମ, ପ୍ରବଳ ବର୍ଷା ଓ ପବନ ଯୋଗୁ ୫ ଜଣଙ୍କ ମୃତ୍ୟୁ | Argus News