LPG Crisis / ବଜେଟ୍ରେ ମହିଳାଙ୍କୁ ବଡ଼ ଭେଟି; ହୋଲି ଓ ଦୀପାବଳିରେ ଦିଲ୍ଲୀରେ ମିଳିବ ମାଗଣା LPG
·5 months ago·2 min read

Key Points
ଦିଲ୍ଲୀର ମହିଳାଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଦେବାକୁ ବଜେଟ୍ରେ ଘୋଷଣା କରାଯାଇଛି । ଏଥିପାଇଁ ମହିଳା ସମ୍ମାନ ଯୋଜନା ଲାଗି ବଜେଟ୍ରେ ୫୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ନୂଆଦିଲ୍ଲୀ: 'ଗ୍ରୀନ୍ ବଜେଟ୍' ଆଗତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ୧.୦୩ ଲକ୍ଷ କୋଟିର ବଜେଟ୍ରେ ଶିକ୍ଷା, ସ୍ଵାସ୍ଥ୍ୟ, ବରିଷ୍ଠ, ନବଜାତ ଓ ମହିଳାଙ୍କୁ ବିଶେଷ ଗୁରୁତ୍ଵ ଦିଆଯାଇଛି । ଦିଲ୍ଲୀର ମହିଳାଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଦେବାକୁ ବଜେଟ୍ରେ ଘୋଷଣା କରାଯାଇଛି । ଏଥିପାଇଁ ମହିଳା ସମ୍ମାନ ଯୋଜନା ଲାଗି ବଜେଟ୍ରେ ୫୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ବଜେଟ୍ ଆଗତ କରି ମୁଖ୍ଯମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, "ଦିଲ୍ଲୀର ଭଉଣୀମାନଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଦେବାକୁ ସରକାର ପ୍ରତିବଦ୍ଧ ।" ସୂଚନା ଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଜେପି ନିର୍ବାଚନୀ ଇସ୍ତାହାରରେ ବିଜେପି ମହିଳା ସମ୍ମାନ ନିଧି ଯୋଜନାରେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ।
ଏଥିସହ ପଢ଼ନ୍ତୁ: ବଜେଟ୍ରେ ନୂଆ ଯୋଜନା, ସ୍ନାତକ ଶେଷ ହେବା ପରେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା
ଏବେ ବଜେଟ୍ରେ ମହିଳା ସମ୍ମାନ ନିଧି ଯୋଜନା ପାଇଁ ବ୍ୟୟବରାଦ ହୋଇଛି । ଏଥିସହ ବଜେଟ୍ରେ ମହିଳା ଏବଂ ଶିଶୁ ବିକାଶ ପାଇଁ ୭, ୪୦୬ କୋଟି ଟଙ୍କା ଦିଆଯାଇଥିବା ବେଳେ ବସ୍ରେ ମହିଳାଙ୍କ ମାଗଣା ଯାତ୍ରା ପାଇଁ ୪୦୬ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହୋଲି ଓ ଦୀପାବଳିରେ ମାଗଣା ସିଲିଣ୍ଡର
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଚଳିତବର୍ଷ ହୋଲି ଅବସରରେ ହିତାଧିକାରୀଙ୍କ ଖାତାକୁ ୮୫୩ ଟଙ୍କା ପଠାଇଛୁ । ହୋଲି ଓ ଦୀପାବଳିରେ ମାଗଣା ଗ୍ୟାସ୍ ସିଲିଣ୍ଡର ଲାଗି ସରକାର ୨୬୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବଜେଟ୍ରେ ମଧ୍ୟବିତ୍ତଙ୍କ ଲାଗି ବଡ଼ ଘୋଷଣା; ବାର୍ଷିକ ୧୨ ଲକ୍ଷ ଆୟ ଉପରେ ଟିକସ ଛାଡ଼
ଦିଲ୍ଲୀରେ ଝିଅ ହେଲେ ଲକ୍ଷପତି
ଏଥିସହ ଦିଲ୍ଲୀରେ ଲକ୍ଷପତି ଯୋଜନାର ଆରମ୍ଭ କରାଯାଇଛି । ଜନ୍ମରୁ ନେଇ ସ୍ନାତକ ପର୍ଯ୍ୟନ୍ତ ସରକାର ନିୟମିତ ଖାତାରେ ଟଙ୍କା ଡିପୋଜିଟ୍ କରିବେ । ଗ୍ରାଜୁଏସନ୍ ବେଳକୁ ଝିଅ ଖାତାରେ ୧.୨ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇ ସାରିଥିବ । ଏହି ଯୋଜନା ଦିଲ୍ଲୀରେ ଜନ୍ମ ହେଉଥିବା ଝିଅମାନଙ୍କୁ ମିଳିବ ।
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଜେଟ୍ ଆଗତ କରିଛନ୍ତି । ୧ ଲକ୍ଷ ୩ ହଜାର ୭୦୦ କୋଟିର ବଜେଟ୍ ଆସିଛି । ଗତବର୍ଷ ତୁଳନାରେ ବଢ଼ିଛି ବଜେଟ୍ ପରିମାଣ ୟ ବଜେଟ୍ରେ ପ୍ରତିଟି ଯୋଜନା ଓ ନୀତିକୁ ପରିବେଶ ସୁରକ୍ଷା ଓ ପରବର୍ତ୍ତୀ ପିଢ଼ିକୁ ଦୃଷ୍ଟିରେ ରଖି କରାଯାଇଛି । ମୋଟ ବଜେଟ୍ର ୨୧ ପ୍ରତିଶତ ପରିବେଶ ପାଇଁ ରଖା ଯାଇଛି ।

Related Topics
Explore more stories