Delayed Work Penalty / ଆସିଲା ନୂଆ ଆଇନ: ସମୟରେ କାମ ନକଲେ ସରକାରୀ କର୍ମଚାରୀ ଦେବେ ଜୋରିମାନା
·1 hour ago·3 min read

Key Points
ସରକାରୀ କାର୍ଯ୍ୟରେ ଆଉ ହେବନି ବିଳମ୍ବ
ଲୋକଙ୍କୁ ହଇରାଣ କଲେ ଦେବେ ଜୋରିମାନା
ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ନୂଆ ନିୟମ
ଲୋକଙ୍କୁ ହଇରାଣ କଲେ ଦେବେ ଜୋରିମାନା
ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ନୂଆ ନିୟମ
ନୂଆଦିଲ୍ଲୀ: ସରକାରୀ କାର୍ଯ୍ୟରେ ବିଳମ୍ବ ଏବଂ ଅନାବଶ୍ୟକ ହଇରାଣରୁ ମୁକ୍ତି ପାଇବେ ଦିଲ୍ଲୀବାସୀ । ସରକାରୀ ସେବାକୁ ସମୟବଦ୍ଧ, ସ୍ୱଚ୍ଛ କରିବା ପାଇଁ ଦିଲ୍ଲୀ ସରକାର ‘ଦିଲ୍ଲୀ ସେବା ବିତରଣ ଅଧିକାର ଅଧିନିୟମ, ୨୦୨୬’ ଲାଗୁ କରିବାକୁ ଯାଉଛନ୍ତି । ନୂଆ ଆଇନ ଅନୁଯାୟୀ, ନିର୍ଦ୍ଧାରିତ ସମୟରେ କାମ ନକଲେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ ଉପରେ ଦୈନିକ ୨୫୦ ଟଙ୍କା ଜୋରିମାନା ଲାଗୁ ହେବ । ଏହି ଜୋରିମାନାର ସର୍ବାଧିକ ସୀମା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
- ପ୍ରତ୍ୟେକ ସେବା ପାଇଁ ନିର୍ଦ୍ଧାରିତ ହେବ ସମୟସୀମା
- ଅନଲାଇନରେ ଟ୍ରାକ୍ କରିପାରିବେ ଆବେଦନ
- ଆପେଆପେ ହେବ ଅପିଲ୍
- ୩୦ ଦିନ ମଧ୍ୟରେ ଅପିଲ୍ ନିଷ୍ପତ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଯୁବଗୋଷ୍ଠୀଙ୍କ ଡ୍ରଗ୍ସ ନିଶା ଛଡ଼ାଇବ ଘୋଡ଼ା; ଆର୍ମି କରିବ ସହାୟତା
- ବିଳମ୍ବ ପାଇଁ ଦୈନିକ ୨୫୦ ଟଙ୍କା ଜରିମାନା
Related Topics
Explore more stories