Horse Riding / ଯୁବଗୋଷ୍ଠୀଙ୍କ ଡ୍ରଗ୍ସ ନିଶା ଛଡ଼ାଇବ ଘୋଡ଼ା; ଆର୍ମି କରିବ ସହାୟତା
·2 hours ago·2 min read

Key Points
ଯୁବପିଢ଼ିଙ୍କୁ ନିଶାମୁକ୍ତ କରିବ ଘୋଡ଼ା
କେରଳ ପୋଲିସର ନୂଆ ପ୍ଲାନ୍
ସାଥ୍ ଦେବ ଭାରତୀୟ ସେନା
କେରଳ ପୋଲିସର ନୂଆ ପ୍ଲାନ୍
ସାଥ୍ ଦେବ ଭାରତୀୟ ସେନା
କେରଳ: ନିଶା କବଳରୁ ଯୁବପିଢ଼ିଙ୍କୁ ମୁକ୍ତ କରିବା ପାଇଁ କେରଳ ପୋଲିସର ଏକ ନିଆରା ପଦକ୍ଷେପ ଏବେ ଚର୍ଚ୍ଚାକୁ ଆସିଛି । ଡ୍ରଗ୍ସଠାରୁ ଯୁବକମାନଙ୍କୁ ଦୂରେଇ ରଖିବାକୁ ଏବେ ଘୋଡ଼ା ସବାରିର ସାହାଯ୍ୟ ନେବ ପୋଲିସ । ଏଥିପାଇଁ ସାଧାରଣ ଲୋକଙ୍କୁ ମଧ୍ୟ ଘୋଡ଼ା ଚଢ଼ିବା ଶିଖାଯିବ । ଏହି ଅଭିଯାନରେ ଭାରତୀୟ ସେନାର ତାଲିମପ୍ରାପ୍ତ ଘୋଡ଼ା ସାମିଲ ହେବେ ବୋଲି ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: ଜ୍ଵାଇଁଙ୍କୁ ୨ କୋଟିର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗିଫ୍ଟ; ଝିଅ ବାହାଘରରେ ୪ ଲକ୍ଷ ଲୋକଙ୍କ ପାଇଁ ଭୋଜି
- ନିଶା ବିରୋଧୀ ଅଭିଯାନରେ ଘୋଡ଼ାସବାରି
- ଗୃହ ବିଭାଗର ମିଳିଲା ଅନୁମତି
- ୨୦ ଦିନର ଟ୍ରେନିଂ, ଦୁଇଟି ବ୍ୟାଚ୍
ପଢନ୍ତୁ ଏହି ଖବର: ଜ୍ଵାଇଁଙ୍କୁ ୨ କୋଟିର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗିଫ୍ଟ; ଝିଅ ବାହାଘରରେ ୪ ଲକ୍ଷ ଲୋକଙ୍କ ପାଇଁ ଭୋଜି
- ଦେବାକୁ ପଡ଼ିବ ଫିସ୍, କିନ୍ତୁ ରହିବ ରିହାତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories