Parliament Protest / ଦିଲ୍ଲୀର ଛାତି ଉପରେ ଆନ୍ଦୋଳନ ନାଁରେ CJPର ଅରାଜକତା
·1 month ago·2 min read

Key Points
ପାର୍ଲାମେଣ୍ଟ ମାର୍ଚ୍ଚ ବେଳେ ଆଇନକୁ ହାତକୁ ନେଲେ, ଢେଲା-ପଥର ଫିଙ୍ଗିଲେ
ଛଦ୍ମବେଶୀ ପ୍ରତିବାଦକାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ
ପୂର୍ବରୁ ଦିଲ୍ଲୀ ଜନ୍ତର ମନ୍ତର ଅନଶନସ୍ଥଳରେ ବି କରୁଥିଲେ ପାର୍ଟି

ନୂଆଦିଲ୍ଲୀ: ଅନଶନ ନାଁରେ ବର୍ଗର ଓ ସମୋସା ପାର୍ଟି କରୁଥିଲେ । ଆଉ ଆନ୍ଦୋଳନ ନାଁରେ ଟପିଗଲେ ସବୁ ସୀମା ସରହଦ । CJPର ପାର୍ଲାମେଣ୍ଟ ମାର୍ଚ୍ଚ ବେଳେ ଦେଖିବାକୁ ମିଳିଛି ଅରାଜକତା । ପୋଲିସ ଉପରକୁ ଢେଲା ପଥର ମାଡ଼ କରିଛନ୍ତି ଛଦ୍ମବେଶୀ ପ୍ରତିବାଦକାରୀ । ସେପଟେ ସୋନମ ୱାଙ୍ଗଚୁକଙ୍କୁ ନେଇ ସୃଷ୍ଟି କରାଯାଉଥିବା ଭ୍ରମ ଉପରୁ ପରଦା ହଟୁଛି ।
ପ୍ରତିବାଦ ନା ଗୁଣ୍ଡାଗର୍ଦ୍ଦି । ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ନାଁରେ କିଭଳି ଆଇନକୁ ହାତକୁ ନେଇ ଅରାଜକତା ସୃଷ୍ଟି କରିଛି CJP । ତାର ଚିତ୍ର ଦିଲ୍ଲୀ ସଂସଦ ଭବନ ବାହାରେ ଦେଖିବାକୁ ମିଳିଛି । କକ୍ରୋଚ ଜନତା ପାର୍ଟିର ଗୁଣ୍ଡାମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଛନ୍ତି । ଫଳରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଜୀବନ ବୀମା ଟଙ୍କା ପାଇଁ ସ୍ତ୍ରୀ-ଝିଅର ଷଡ଼ଯନ୍ତ୍ର; ଛାତି ଥରାଇଦେବ ଏହି ହତ୍ୟା କାହାଣୀ
ବାଧ୍ୟ ହୋଇ ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିପାଇଁ ପୂର୍ବରୁ ହିଁ ପ୍ରତିବାଦ ସ୍ଥଳରେ ପହଞ୍ଚି ଯାଇଥିଲା ଟ୍ରକ ଭର୍ତ୍ତି ଟେକା ଓ ପଥର । ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ, ପାର୍ଲାମେଣ୍ଟ ଘେରାଉ କରିବାକୁ ଚେତାବନୀ ଦେଇଥିଲା କକ୍ରୋଚ ଜନତା ପାର୍ଟି (CJP) ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେଥିପାଇଁ ସଂସଦ ଭବନ ବାହାରେ ଓ ସହରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ବଳରେ ନିଷେଧାଦେଶ ଜାରି କରିଥିଲା ଦିଲ୍ଲୀ ପୋଲିସ । ତଥାପି କକ୍ରୋଚ ଜନତା ପାର୍ଟିର ନେତା ଓ କର୍ମକର୍ତ୍ତା ପୋଲିସ ବାରଣକୁ ଖାତିର ନକରି ଏଠାରେ ପହଞ୍ଚିବା ସହ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ଦେଇଛନ୍ତି ଦେଶ ବିରୋଧୀ ନାରା, ଗଣତନ୍ତ୍ରର ମନ୍ଦିର ସଂସଦ ଭବନକୁ ଉଡ଼ାଇ ଦେବା ସହ ଭାରତକୁ ନେପାଳ କରିଦେବେ ବୋଲି ଧମକ ଦେଉଛନ୍ତି ।
କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନରେ ସାମିଲ ହୋଇ ଅନଶନ କରୁଥିଲେ ସୋନମ୍ ୱାଙ୍ଗଚୁକ୍ । ଆଉ ଏତିକିବେଳେ ଦେଖିବାକୁ ମିଳିଥିଲା ଅନଶନସ୍ଥଳରେ CJP । ନଖାଇ, ନପିଇ ଆନ୍ଦୋଳନରେ ବସିଥିବା କକ୍ରୋଚ୍ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ମନଭରି ଖାଉଥିଲେ । ନେତାଙ୍କ ପଥ ବି ଅନୁସରଣ କରୁଥିଲେ ଅନ୍ଧ ଭକ୍ତ ।
ଆନ୍ଦୋଳନ ଜାଗାରେ ପିକନିକର ଭିଜୁଆଲ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନଶନ ଆଳରେ ଠୁସି ଠୁସି ଖାଉଥିବା CJPର ନେତା ଓ କର୍ମକର୍ତ୍ତାଙ୍କ ଏହି କାଣ୍ଡ କାରନାମାକୁ କେମିତି ସୋନମ ୱାଙ୍ଗଚୁକ୍ ବିରୋଧ କରୁଥିଲେ ।
ଏଥିସହ ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନକରଙ୍କ ସନ୍ଦେହ ଜନକ ମୃତ୍ୟୁ
କେବଳ ସେତିକି ନୁହେଁ, ସୋନମ ୱାଙ୍ଗଚୁକଙ୍କୁ ନେଇ ଅନେକ ପ୍ରକାର ଭ୍ରମ ସୃଷ୍ଟି କରାଯାଉଛି, ଯାହା ଏକ ସୁଚିନ୍ତିତ ଭାବମୂର୍ତ୍ତି ଆଧାରରେ ହିଁ ଗଢ଼ି ଉଠିଥିଲା । ପରବର୍ତ୍ତୀ ସମୟରେ ତାଙ୍କର ସେହିଭଳି ମାର୍କେଟିଂ ଓ ବ୍ରାଣ୍ଡିଂ କରାଗଲା, ଯାହା ଦ୍ୱାରା ଦେଶର ଅନେକ ଯୁବପିଢ଼ି ତାଙ୍କ ବିଷୟରେ ଏମିତି କିଛି ଧାରଣା ମନରେ ରଖିଲେ ଯାହା ପ୍ରକୃତରେ ଭ୍ରମାତ୍ମକ ।

Related Topics
Explore more stories