Man Dressed As Woman / ଶୂନଶାନ ରାସ୍ତା, ଏକା ମହିଳା ଓ ସହାୟତା ଗୁହାରି....ଏମିତି ଫସିପାରନ୍ତି ଆପଣ
·19 mins ago·2 min read

Key Points
ଶୂନଶାନ ରାସ୍ତାରେ ମହିଳାଙ୍କୁ ଦେଖୁଛନ୍ତି କି ?
ସାବଧାନ ରୁହନ୍ତୁ, ନହେଲେ ଫସିଯାଇପାରନ୍ତି
ସାବଧାନ ରୁହନ୍ତୁ, ନହେଲେ ଫସିଯାଇପାରନ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଲୁଟର ଏକ ଭିନ୍ନ ଘଟଣାର ପର୍ଦ୍ଦାଫାସ କରିଛି । ଲୁଟେରାମାନେ ଶୂନଶାନ ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରୁଥିଲେ । ଗ୍ୟାଙ୍ଗର ଜଣେ ସଦସ୍ୟ ମହିଳାଙ୍କ ପରି ପୋଷାକ ପିନ୍ଧି ସାହାଯ୍ୟ ପାଇଁ ଗୁହାରି କରୁଥିଲା । ଆଉ ଗାଡ଼ି ଅଟକିଲା ମାତ୍ରେ ହେଉଥିଲା ଆକ୍ରମଣ । ଡ୍ରାଇଭର ଜଣ ଗାଡ଼ିରୁ ବାହାରକୁ ଆସିଲା ପରେ ତାକୁ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ଘେରି ଯାଉଥିଲେ । ଏହାପରେ ମୂଲ୍ୟବାନ ଜିନିଷ ଓ ଟଙ୍କା ହଡ଼ପ କରି ଫେରାର ହେଉଥିଲେ ।
ପୋଲିସ ଏହି ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ଏମାନେ ୨୮ ବର୍ଷୀୟ ମୋନୁ ଓରଫ ଚାଇନିଜ୍ ଓ ୨୬ ବର୍ଷୀୟ ସାଗର ଶର୍ମା ବୋଲି ଜଣାପଡ଼ିଛି । ପୋଲିସର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏମାନଙ୍କୁ ଗିରଫ କରିବା ପରେ ନ୍ୟୁ ଉସମାନପୁର ଓ ଶାସ୍ତ୍ରୀ ପାର୍କ ନିକଟରେ ହୋଇଥିବା ଲୁଟ ସମ୍ପର୍କରେ ମଧ୍ୟ ସୁରାକ୍ ମିଳିଛି । ବିଶେଷ କରି , ଏହି ଲୁଟେରା ଗ୍ୟାଙ୍ଗ ବିଳମ୍ବିତ ରାତିରେ ଶୂନଶାନ ରାସ୍ତାରେ ଯାଉଥିବା ଗାଡ଼ିକୁ ଟାର୍ଗେଟ୍ କରୁଥିଲେ ।
ପଢନ୍ତୁ ଏହି ଖବର: ହିନ୍ଦୁ ପରିଚୟ ଦେଇ ୬ ମହିଳାଙ୍କୁ ବିବାହ, ଏମିତି ଅହମ୍ମଦର ଚାଲ୍ ଧରାପଡ଼ିଲା

- ଭୋର ୪ଟାରୁ ହୋଇଥିଲା ଲୁଟ୍
ପଢନ୍ତୁ ଏହି ଖବର: ହିନ୍ଦୁ ପରିଚୟ ଦେଇ ୬ ମହିଳାଙ୍କୁ ବିବାହ, ଏମିତି ଅହମ୍ମଦର ଚାଲ୍ ଧରାପଡ଼ିଲା
- ଆଉ ଏକ ଲୁଟର ପର୍ଦ୍ଦାଫାସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories