Delhi PG Collapse / "ବାପା, ତୁମକୁ ଅଫିସର ହେଇ ଦେଖେଇବି': ବିଲ୍ଡିଂ ଭୁଶୁଡ଼ି ପୁଅ ଚାଲିଗଲା; ମନେ ପକାଇ କାନ୍ଦିଲେ ବାପା
·16 mins ago·2 min read

Key Points
ଦିଲ୍ଲୀ ବିଲ୍ଡିଂ ଭୁଶୁଡ଼ିବା ଘଟଣା
ପୁଅ କଥା କହି କାନ୍ଦିଲେ ବାପା
ଅଫିସର ହେବା ପାଇଁ ଥିଲା ସ୍ଵପ୍ନ
ପୁଅ କଥା କହି କାନ୍ଦିଲେ ବାପା
ଅଫିସର ହେବା ପାଇଁ ଥିଲା ସ୍ଵପ୍ନ
ଜାତୀୟ ରାଜଧାନୀ ଦିଲ୍ଲୀର ସତ୍ୟ ନିକେତନରେ ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଶୁଡ଼ିବା ଘଟଣା । ଛାରଖାର ହୋଇଯାଇଛି ଅନେକ ପରିବାର । ସେହି କୋଠାଟି ଏକ ପିଜି ଥିବାବେଳେ ଅନେକ ପାଠପଢା ପିଲା ସେଠାରେ ରହୁଥିଲେ । ଏହି ଅଘଟଣରେ ମଧ୍ୟ ପ୍ରଦେଶ କଟନି ଅଧିବାସୀ ଅକ୍ଷତ ସିଂହ ଯାଦବଙ୍କ ମୃତ୍ୟୁ ତାଙ୍କ ପରିବାରର ମେରୁଦଣ୍ଡ ଭାଙ୍ଗିଦେଇଛି । ପୁଅ ଅଫିସର ହେବାକୁ ସ୍ଵପ୍ନ ଦେଖିଥିଲା । ପାଠ ପଢିବା ପାଇଁ ଘର ଛାଡ଼ି ଦିଲ୍ଲୀ ଆସିଥିଲା । ଏବେ ଅକାଳ ମୃତ୍ୟୁ ପରେ କାନ୍ଦିକାନ୍ଦି କୋହଭରା କଣ୍ଠରେ ପୁଅର ସ୍ଵପ୍ନକୁ କ୍ୟାମେରା ଆଗରେ ବଖାଣିଛନ୍ତି ଅଭାଗା ପିତା ।
ପାଠପଢାରେ ବେଶ ଧୁରନ୍ଧର ଥିଲେ ଅକ୍ଷତ । ଘର ଛାଡ଼ି ଦିଲ୍ଲୀ ଆସି ଅକ୍ଷତ ୟୁପିଏସସି ପାଇଁ ପଠାପଢି କରୁଥିଲେ । ସେ ନିଜ ବାପାଙ୍କୁ ସବୁବେଳେ କହୁଥିଲେ, "ବାପା, ଦିନେ ତୁମକୁ ଅଫିସର ହୋଇ ଦେଖେଇବି ।" ମାତ୍ର ଏକ ଦୁଃଖଦ ଘଟଣାରେ ତାର ଅକାଳ ମୃତ୍ୟୁ ଘଟିଛି । ପୁଅର ମୃତଦେହ ଦେଖି ପାଗଳ ହୋଇପଡ଼ିଛନ୍ତି ବାପାମାଆ । ପୁଅ ସହ ବିତାଇଥିବା ପ୍ରତିଟି ଘଟଣା ଏବେ ସେମାନଙ୍କ ଆଖି ଆଗରେ ନାଚି ଉଠୁଛି ।

- କେଉଁଠି ପଢୁଥିଲେ ଅକ୍ଷତ ?
- କଟନିରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୬ ମହଲା ବିଶିଷ୍ଟ ହଷ୍ଟେଲ କୋଠା ଭୁଶୁଡ଼ିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା
- 'ପୂର୍ବରୁ ଆମେ ୪ ଥିଲୁ, ଏବେ ୩ ହୋଇଗଲୁ'
Related Topics
Explore more stories