Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଷ୍ପା ୨ ଫିଲ୍ମ ରିଲିଜ ବେଳେ ଦଳାଚକଟା , ଜଣେ ମହିଳା ମୃତ

National

ପୁଷ୍ପା ୨ ଫିଲ୍ମ ରିଲିଜ ବେଳେ ଦଳାଚକଟା , ଜଣେ ମହିଳା ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago
ପୁଷ୍ପା ୨ ଫିଲ୍ମ ରିଲିଜ ବେଳେ ଦଳାଚକଟା , ଜଣେ ମହିଳା ମୃତ

ଅର୍ଗସ ବ୍ୟୁରୋ : ପୁଷ୍ପା ୨ ଫିଲ୍ମ ରିଲିଜ ବେଳେ ଦଳାଚକଟା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଛି । ଆଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍କା ୨ ଫିଲ୍ମ ଆଜି ସାରା ଦେଶରେ ରିଲିଜ ହୋଇଛି । ଏହାକୁ ଦେଖିବାକୁ ସବୁ ଫିଲ୍ମ ହଲରେ ଭିଡ ଦେଖିବାକୁ ମିଳିଛି । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଫିଲ୍ମ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା ।

ଅଧିକ ପଢନ୍ତୁ : ପୁଷ୍ପା-୨’ ରିଲିଜ ପୂର୍ବରୁ ଓପ୍‌ନିଙ୍ଗ ଡେ’ରେ ରୋଜଗାର କଲା ୩୦ କୋଟି

ଫିଲ୍ମ ଦେଖିବାକୁ ଶହ ଶହ ଲୋକ ଲାଇନରେ ଠିଆ ହୋଇଥିଲେ । ହଠାତ ଭିଡ ଭିତରେ ଦଳାଚକଟା ଆରମ୍ଭ ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
During the release of the film Pushpa 2, a woman died | Argus News