Engineer Viral Story / ଥିଲେ ଇଞ୍ଜିନିୟର, ଏବେ ବ୍ୟବସାୟ କରି ମାସକୁ ୩ ଲକ୍ଷ ରୋଜଗାର...କାହିଁକି ବିବାହ ପାଇଁ ଝିଅ ମିଳୁନି ?
·23 mins ago·3 min read

Key Points
ପେଶାରେ ଥିଲେ ଇଞ୍ଜିନିୟର
ଏବେ ଚାକିରି ଛାଡ଼ି କରୁଛନ୍ତି ବ୍ୟବସାୟ
ମାସକୁ ୩ ଲକ୍ଷ ଟଙ୍କା ରୋଜଗାର ବି ହେଉଛି
ତଥାପି ବିବାହ ପାଇଁ ମିଳୁନି ଝିଅ
ଏବେ ଚାକିରି ଛାଡ଼ି କରୁଛନ୍ତି ବ୍ୟବସାୟ
ମାସକୁ ୩ ଲକ୍ଷ ଟଙ୍କା ରୋଜଗାର ବି ହେଉଛି
ତଥାପି ବିବାହ ପାଇଁ ମିଳୁନି ଝିଅ
ପୁଣେ (ମହାରାଷ୍ଟ୍ର): ଭଲ ଚାକିରି ଛାଡ଼ି ନିଜର ବ୍ୟବସାୟ ଆରମ୍ଭ କରିବା ସମସ୍ତଙ୍କ ପକ୍ଷେ ସହଜ ହୋଇନଥାଏ । ଖାସ୍ କରି ସେତେବେଳେ, ଯେତେବେଳେ ଆପଣ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିଛନ୍ତି ଓ କର୍ପୋରେଟ୍ ସେକ୍ଟରରେ ବର୍ଷକୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ପୁଣେର ଏହି ଯୁବକ ଚାକିରି ଛାଡ଼ି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏଥିରେ ସଫଳ ହୋଇ ମାସକୁ ୩ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ତେବେ ଏପରି କଣ ହେଲା ଯେ ତାଙ୍କୁ ବିବାହ ପାଇଁ ଝିଅ ମିଳୁନାହିଁ ।
ପଢନ୍ତୁ ଏହି ଖବର: ବ୍ରେଜା କାର୍ ନମିଳିବାରୁ ଫେରିଲା ବର, ମଣ୍ଡପରେ ଲାଲ୍ ଶାଢ଼ି ପିନ୍ଧି ଅପେକ୍ଷା କରୁଥିଲେ MA ପାସ୍ କନ୍ୟା
- ୧୨ ଲକ୍ଷର ଚାକିରି ଛାଡ଼ିଥିଲେ
My friend’s son is an engineer from a good college. After searching for jobs and working for salaries like 12LPA, he quit and started a food truck with his friend in Pune. Now he works from 9 AM to 11 AM and then in the evening from 6 pm to 10 pm. He earns ₹3 lakh profit per month and is very happy. Only problem is now he is not getting marriage proposals 🙈 People in India still judge boys by their profession 🫤. Yes?
— Yogi (@abhiyogi) November 26, 2026
- ଦିନ ଓ ରାତିରେ କିଛି ସମୟ କାମ
- ବିବାହ ପାଇଁ କାହିଁକି ମିଳୁନାହାନ୍ତି ଝିଅ ?
ପଢନ୍ତୁ ଏହି ଖବର: ବ୍ରେଜା କାର୍ ନମିଳିବାରୁ ଫେରିଲା ବର, ମଣ୍ଡପରେ ଲାଲ୍ ଶାଢ଼ି ପିନ୍ଧି ଅପେକ୍ଷା କରୁଥିଲେ MA ପାସ୍ କନ୍ୟା
- ସୋସିଆଲ ମିଡିଆରେ ପ୍ରତିବାଦ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: