ଦିଲ୍ଲୀରେ ଅଗ୍ନିକାଣ୍ଡ , ୧୧ ଜଣ ଜୀବନ୍ତ ଦଗ୍ଧ
·2 years ago

ଅର୍ଗସ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଅଲିପୁର ଦୟାଲ ମାର୍କେଟରେ ଥିବା ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡରେ 11ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର କାରଖାନାରେ ଅଚାନକ ନିଆଁ ଲାଗିଯିବା ସହିତ ସଙ୍ଗେସଙ୍ଗେ ଚାରିଆଡ଼କୁ ମାଡ଼ି ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ୨୨ଟି ଦମକଳ ବାହିନୀ ନିଆଁ କାବୁ ହୋଇଛି ।
ଅର୍ଗସ ବ୍ୟୁରୋ : ବାଣ କାରଖାନାରେ ବିସ୍ଫୋରଣ : ୬ ଜଣଙ୍କ ମୃତ୍ୟୁ, ୬୦ରୁ ଅଧିକ ଆହତ
ଏହି ଅଗ୍ନିକାଣ୍ଡରେ ପ୍ରାୟ 11ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଉଦ୍ଧାର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: