Flydubai Crash Attempt / ଓମାନରେ ଥିଲା ବ୍ୟାନ୍; ଭାରତୀୟ ପାଇଲଟଙ୍କୁ ମଝି ଆକାଶରେ ଛୁରୀ ମାରିଥିବା କୋ-ପାଇଲଟର ସତ ଜଣାପଡ଼ିଲା...
·4 hours ago·2 min read

Key Points
ଫ୍ଲାଇଦୁବାଇ ବିମାନ ଆତଙ୍କୀ ହମଲା ଘଟଣା
ଭାରତୀୟ ପାଇଲଟଙ୍କୁ ମଝି ଆକାଶରେ ଛୁରାମାଡ଼
ଜଣାପଡ଼ିଲା କୋ-ପାଇଲଟର ସତ
ଓମାନରେ ବ୍ୟାନ୍ ଥିଲା, ନାଁ ସାମ୍ନାକୁ ଆସିଲା
ଭାରତୀୟ ପାଇଲଟଙ୍କୁ ମଝି ଆକାଶରେ ଛୁରାମାଡ଼
ଜଣାପଡ଼ିଲା କୋ-ପାଇଲଟର ସତ
ଓମାନରେ ବ୍ୟାନ୍ ଥିଲା, ନାଁ ସାମ୍ନାକୁ ଆସିଲା
ଫ୍ଲାଇଦୁବାଇର ଫ୍ଲାଇଟ୍ ୧୦୭୩ରେ ହୋଇଥିବା ଆତଙ୍କୀ ହମଲା ଘଟଣା । ଭାରତୀୟ ପାଇଲଟ ସ୍ମିଥ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିବା ସହ-ପାଇଲଟର ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । କ୍ୟାପ୍ଟେନ ସ୍ମିଥଙ୍କୁ ଛୁରାମାଡ଼ କରିବା ଓ ବିମାନକୁ କ୍ରାସ୍ କରିବା ପାଇଁ ଯୋଜନା ରଖିଥିବା ସହ-ପାଇଲଟ କଟ୍ଟରପନ୍ଥୀ ଚିନ୍ତାଧାରା ରଖୁଥିବା ସନ୍ଦେହ କରାଯାଇଥିଲା । ଏଥିଲାଗି ଓମାନ ତାକୁ ପୂର୍ବରୁ ହିଁ ବିମାନ ଚଲାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି କୋ-ପାଇଲଟ୍ର ନାମ ହମାମ୍ ଅଲ୍-ହମାମି ବୋଲି ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: ଫ୍ଲାଇଦୁବାଇ ପ୍ଲେନ୍ ହାଇଜ୍ୟାକ୍; କେମିତି ବିମାନ ଚଳାଇଲେ ସାଧାରଣ ଇସ୍ରାଏଲୀ ନାଗରିକ ? ନିଜେ କହିଲେ
- ବ୍ୟାନ୍ ପରେ ବି କେମିତି ଚଲାଉଥିଲା ବିମାନ ?
- ଭାରତୀୟ କ୍ୟାପ୍ଟେନଙ୍କ ଉପରେ ହୋଇଥିଲା ଛୁରାମାଡ଼
ପଢନ୍ତୁ ଏହି ଖବର: ଫ୍ଲାଇଦୁବାଇ ପ୍ଲେନ୍ ହାଇଜ୍ୟାକ୍; କେମିତି ବିମାନ ଚଳାଇଲେ ସାଧାରଣ ଇସ୍ରାଏଲୀ ନାଗରିକ ? ନିଜେ କହିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- UAE ଗଲା କୋ-ପାଇଲଟ୍
Related Topics
Explore more stories