Flydubai CoPilot Truth / ବିମାନ ହାଇଜାକ୍ କିମ୍ବା କ୍ରାସ୍ କରିବାକୁ ଥିଲା ମାଷ୍ଟରପ୍ଲାନ୍; ସବୁ ସତ ମାନିଲା କୋ-ପାଇଲଟ୍
·1 hour ago·2 min read

Key Points
ନିଜ ମୁହଁରେ ନିଜେ ସତ ମାନିଲା
ଫ୍ଲାଇଦୁବାଇ ବିମାନକୁ ନେଇ କଣ ଥିଲା ଷଡ଼ଯନ୍ତ୍ର
ସହ-ପାଇଲଟ୍ ହମାମ ଅଲ୍-ହମ୍ମାମି ସବୁ କହିଲା
ଫ୍ଲାଇଦୁବାଇ ବିମାନକୁ ନେଇ କଣ ଥିଲା ଷଡ଼ଯନ୍ତ୍ର
ସହ-ପାଇଲଟ୍ ହମାମ ଅଲ୍-ହମ୍ମାମି ସବୁ କହିଲା
ନିଜ ମୁହଁରେ ନିଜେ ସତ ମାନିଲା ସହ-ପାଇଲଟ୍ ହମାମ ଅଲ୍-ହମ୍ମାମି । ସାଉଦି ଆରବରେ ତଦନ୍ତକାରୀ ସଂସ୍ଥାର ଜେରା ସମୟରେ ନିଜ ପ୍ଲାନ ଡିକୋଡ୍ କରିଛି । ସେ ମୃତ୍ୟୁକୁ ଡରେନାହିଁ ଏବଂ ଜାଣିଶୁଣି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚାହୁଁଥିଲା ବୋଲି ତଦନ୍ତକାରୀ ସଂସ୍ଥା ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ କୋ-ପାଇଲଟ୍ । ଆତଙ୍କୀଙ୍କ ଉଦ୍ୟମ ସଫଳ ହୋଇନଥିବାରୁ ମଝି ଆକାଶରେ ଟଳିଯାଇଛି ବଡ଼ ଧରଣର ବିମାନ ଦୁର୍ଘଟଣା ।
- କଣ୍ଟ୍ରୋଲ ପ୍ୟାନେଲ ଭାଙ୍ଗି ବିମାନକୁ କ୍ରାସ୍ କରିବାକୁ ଷଡ଼ଯନ୍ତ୍ର
- ଭାରତୀୟ ପାଇଲଟଙ୍କ ସବୁଠି ପ୍ରଶଂସା
- ଓମାନରେ ବ୍ୟାନ୍ ଥିଲା ହମାମ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଓମାନରେ ଥିଲା ବ୍ୟାନ୍; ଭାରତୀୟ ପାଇଲଟଙ୍କୁ ମଝି ଆକାଶରେ ଛୁରୀ ମାରିଥିବା କୋ-ପାଇଲଟର ସତ ଜଣାପଡ଼ିଲା...
ଘଟଣା ସମୟରେ ବିମାନରେ ଅଧିକାଂଶ ଇସ୍ରାଏଲୀ ଯାତ୍ରୀ ଥିଲେ । ସାଉଦି ଆରବ ଓ ୟୁଏଇର ସୁରକ୍ଷା ଏଜେନ୍ସିଗୁଡ଼ିକ ମିଳିତ ଭାବେ ଏହାର ତଦନ୍ତ କରୁଛନ୍ତି। ପାଇଲଟଙ୍କ ମାନସିକ ସ୍ଥିତି ଓ ବ୍ୟାକଗ୍ରାଉଣ୍ଡ ଚେକ୍କୁ ନେଇ ଏବେ ସାରା ବିଶ୍ୱର ଏଭିଏସନ୍ ସେକ୍ଟରରେ ପୁଣିଥରେ କଠୋର ନିୟମାବଳୀ ଲାଗୁ କରିବାକୁ ଦାବି ଉଠିଛି।

Related Topics
Explore more stories