Pakistan Terrorists / କେଉଁଠି ଲୁଚିଛନ୍ତି କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାର ଓ ହାଫିଜ୍ ସଇଦ ? ଅପରେସନ ସିନ୍ଦୂର ପରେ କାର୍ଯ୍ୟାନୁଷ୍ଠାନ ଭୟ
·13 mins ago·2 min read

Key Points
ମସୁଦ ଆଝାର ଓ ହାଫିଜ୍ ସଇଦକୁ ନେଇ ବଡ଼ ଅପଡେଟ୍
ଅପରେସନ ସିନ୍ଦୂର ପରେ ନାହିଁ ଦେଖା
ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଭୟରେ ଲୁଚିଛନ୍ତି
ଅପରେସନ ସିନ୍ଦୂର ପରେ ନାହିଁ ଦେଖା
ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଭୟରେ ଲୁଚିଛନ୍ତି
ନୂଆଦିଲ୍ଲୀ: ପାକିସ୍ତାନରେ ଲୁଚି ରହିଥିବା ଦୁଇ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାର ଓ ହାଫିଜ୍ ସଇଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଅପରେସନ ସିନ୍ଦୂର ପରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ଭୟ କରି ଉଭୟ ଆତଙ୍କବାଦୀ ଏବେ ସୁରକ୍ଷିତ ଠିକଣାରେ ଲୁଚିଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଉଭୟଙ୍କୁ ସେଫ୍ ହାଉସ୍ରେ ରଖିବା ସହ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଏପରିକି ସେମାନଙ୍କ ଯାତାୟାତ ଉପରେ ମଧ୍ୟ କଟକଣା ଲଗାଯାଇଥିବା ଦାବି କରାଯାଉଛି ।
- କେଉଁଠି ଲୁଚିଛନ୍ତି ଦୁଇ କୁଖ୍ୟାତ ଆତଙ୍କବାଦୀ?
- ଅପରେସନ ସିନ୍ଦୂର ପରେ ଭୟ
- ଭାରତର ଏକାଧିକ ଆତଙ୍କୀ ଆକ୍ରମଣରେ ରହିଛି ନାଁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୨୦୨୫ ମେ'ରେ ଭାରତ ଚଳାଇଥିଲା ଅପରେସନ ସିନ୍ଦୂର
ପଢନ୍ତୁ ଏହି ଖବର: କୁଲଗାମ ଆତଙ୍କୀ ହମଲା ପଛରେ ଲସ୍କର ମଡ୍ୟୁଲ୍! ୫୦୦ରୁ ଅଧିକ ଲୋକଙ୍କୁ ଜେରା, ୨୦ ଅଟକ
ତେବେ ଅପରେସନ ସିନ୍ଦୂର ପରେ ମସୁଦ ଆଝାର ଓ ହାଫିଜ୍ ସଇଦଙ୍କୁ ନେଇ ଆସିଥିବା ଏହି ନୂଆ ତଥ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପାକିସ୍ତାନରେ ଆତଙ୍କବାଦୀଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠିଛି ।
Related Topics
Explore more stories