Bike With 500 Horns / ୧ କି ୨ ନୁହେଁ... ବାଇକ୍ରେ ଲାଗିଥିଲା ୫୦୦ ହର୍ଣ୍ଣ ! ପୋଲିସ୍ ନେଲା ଏମିତି ଆକ୍ସନ୍, ଭିଡିଓ ଭାଇରାଲ୍
·2 weeks ago·2 min read

Key Points
ହରିଦ୍ୱାରରେ ୫୦୦ ହର୍ଣ୍ଣ ବାଇକ୍
ପୋଲିସ୍ ନେଲା ବଡ଼ ଆକ୍ସନ୍
ସିଜ୍ ହେଲା ଅଜବ ବାଇକ୍
ପୋଲିସ୍ ନେଲା ବଡ଼ ଆକ୍ସନ୍
ସିଜ୍ ହେଲା ଅଜବ ବାଇକ୍
ହରିଦ୍ୱାରରେ ଚାଲିଥିବା କାଉଡ଼ିଆ ଯାତ୍ରା ମଧ୍ୟରେ ଏବେ ଏକ ଅଜବ ବାଇକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଗଙ୍ଗାଜଳ ନେବା ପାଇଁ ଉତ୍ତରାଖଣ୍ଡ ସହ ଅନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ କାଉଡ଼ିଆ ହରିଦ୍ୱାରରେ ପହଞ୍ଚୁଛନ୍ତି । ଆଉ ଏହି ସମୟରେ ଶ୍ରଦ୍ଧାଳୁମାନେ ଭିନ୍ନ ଭିନ୍ନ ଢଙ୍ଗରେ ନିଜ ଗାଡ଼ିକୁ ସଜାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆଉ ଏତିକି ବେଳେ ହଠାତ୍ ଏମିତି ଏକ ବାଇକ୍ ଉପରେ ପଡ଼ିଲା ସମସ୍ତଙ୍କ ନଜର, ଯାହାକୁ ଦେଖି ପୋଲିସ୍ ବି ହୋଇଗଲା ଆଶ୍ଚର୍ଯ୍ୟ । ବାଇକ୍ରେ ଗୋଟିଏ କି ଦୁଇଟି ନୁହେଁ, ଲାଗିଥିଲା ପ୍ରାୟ ୫୦୦ଟି ହର୍ଣ୍ଣ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ଏହି ବାଇକ୍ଟି ଫରିଦାବାଦର ଅମନଙ୍କର ବୋଲି କୁହାଯାଉଛି । ସାଧାରଣ ଭାବେ ବାଇକ୍କୁ ମୋଡିଫାଏ କରିବା ବଦଳରେ ଏଥିରେ ପ୍ରାୟ ୫୦୦ଟି ହର୍ଣ୍ଣ ଲଗାଯାଇଥିଲା। ଏତେ ସଂଖ୍ୟକ ହର୍ଣ୍ଣ ଲାଗିଥିବା ବାଇକ୍ଟି ହରିଦ୍ୱାର ରାସ୍ତାରେ ଦେଖାଯିବା ପରେ ଲୋକଙ୍କ ନଜର ଏହା ଉପରେ ପଡ଼ିଥିଲା ।
ତେବେ ଶଙ୍କରାଚାର୍ଯ୍ୟ ଛକରେ ହରିଦ୍ୱାର ପୋଲିସ୍ ଏହି ବାଇକ୍କୁ ଅଟକାଇଥିଲା । ଯାଞ୍ଚ ପରେ ବାଇକ୍ଟି ନିୟମ ବିରୋଧୀ ଭାବେ ମୋଡିଫାଏ କରାଯାଇଥିବା ଜଣାପଡ଼ିବାରୁ ପୋଲିସ୍ ଏହାକୁ ସିଜ୍ କରିଥିଲା । ପରେ ପୋଲିସ୍ କର୍ମଚାରୀମାନେ ବାଇକ୍ଟିକୁ କନଖଲ ଥାନାକୁ ନେଇ ଯାଉଥିବା ବେଳେ କେହି ଜଣେ ଏହାର ଭିଡିଓ କରିଥିଲେ । ପରେ ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।
ଅଧିକ ପଢ଼ନ୍ତୁ: ଏବେ ଛାତ୍ରଙ୍କୁ IAS-IPS ଦେବେ କ୍ୟାରିୟର ଟିପ୍ସ! Gen-Z ପାଇଁ ଯୋଗୀ ସରକାରଙ୍କ ନୂଆ ପଦକ୍ଷେପ
କାଉଡ଼ିଆ ମେଳା ସମୟରେ ହରିଦ୍ୱାରର ରାସ୍ତାରେ ଭକ୍ତ ଓ ଗାଡ଼ିର ପ୍ରବଳ ଭିଡ଼ ରହୁଛି। ଏଭଳି ପରିସ୍ଥିତିରେ ନିୟମ ବିରୋଧୀ ଭାବେ ମୋଡିଫାଏ କରାଯାଇଥିବା ଗାଡ଼ି ଉପରେ ପୋଲିସ୍ ନଜର ରଖିଛି। ଏହି ସମୟରେ ଶଙ୍କରାଚାର୍ଯ୍ୟ ଛକରେ ପୋଲିସ୍ର ନଜର ଅମନଙ୍କ ଏହି ବାଇକ୍ ଉପରେ ପଡ଼ିଥିଲା। ବାଇକ୍ରେ ଲାଗିଥିବା ଶହ ଶହ ହର୍ଣ୍ଣ ଦେଖି ପୋଲିସ୍ ଏହାକୁ ଅଟକାଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କନଖଲ ଥାନାର ଏସ୍ଏସ୍ଆଇ ଅନୁଜ କୁମାରଙ୍କ ସୂଚନା ଅନୁସାରେ, ଅଗଷ୍ଟ ୭ ତାରିଖରେ ଶଙ୍କରାଚାର୍ଯ୍ୟ ଛକରେ ବାଇକ୍ଟିକୁ ସିଜ୍ କରାଯାଇଥିଲା। ବାଇକ୍ରେ ପ୍ରାୟ ୫୦୦ଟି ହର୍ଣ୍ଣ ଲଗାଯାଇଥିବା ସହ ଏହାକୁ ମୋଡିଫାଏ କରାଯାଇଥିଲା। ଏହି କାରଣରୁ ଗାଡ଼ିର ଚାଲାଣ କଟାଯିବା ସହ ବାଇକ୍କୁ ସିଜ୍ କରାଯାଇଥିଲା ।
ପୋଲିସ୍ ଅନୁସାରେ, ବାଇକ୍କୁ ଥାନାକୁ ନେବା ସମୟରେ ଏଥିରେ ଲାଗିଥିବା ଶହ ଶହ ହର୍ଣ୍ଣ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା । କେହି ଜଣେ ଏହାର ଭିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ପରେ ଭିଡିଓଟି ଭାଇରାଲ୍ ହୋଇଯାଇଥିଲା ।

Related Topics
Explore more stories