Talibani Punishment / ଅବସରପ୍ରାପ୍ତ ସୈନିକର ତାଲିବାନୀ ଶାସନ; କୁନିଝିଅକୁ ଚେନରେ ବାନ୍ଧି ମାଡ଼
·1 hour ago·2 min read

Key Points
କୁନି ଝିଅ ଉପରେ ତାଲିବାନୀ ଶାସନ
ଚେନରେ ବାନ୍ଧି ମାଡ଼ ମାରି ନିର୍ଯାତନା
ଚେନରେ ବାନ୍ଧି ମାଡ଼ ମାରି ନିର୍ଯାତନା
ହିମାଚଳ ପ୍ରଦେଶ ଉନା ଜିଲ୍ଲାରେ ଶିଶୁ ନିର୍ଯାତନାର ଏକ ଅବାନୀୟ ଘଟଣା ସାମ୍ନାକୁ ଆସିଛି । କୁନି ଝିଅକୁ ତାଲିବାନୀ ଦଣ୍ଡ ଦେଲେ ଅବସରପ୍ରାପ୍ତ ସୈନିକ । କୁନି ଝିଅକୁ ଘରର ସିଡିରେ ଚେନରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଝିଅଟି 'ମୋତେ ବଞ୍ଚାଅ' କହି ଚିତ୍କାର କରୁଥିବା ଦେଖାଯାଇଛି । କୁନିଝିଅକୁ ଏପରି ଦଣ୍ଡ ଦେବାର କାରଣ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେଉଛନ୍ତି ।
ପଢନ୍ତୁ ଏହି ଖବର: ମହଙ୍ଗା ପଡ଼ିଲା ଦୁବାଇରେ ଡ୍ରୋନ୍ ଆକ୍ରମଣର ଫଟୋ ସେୟାର୍; ବ୍ରିଟିଶ୍ ବିମାନ ସହାୟକ ଗିରଫ
- କୁନି ଝିଅକୁ ତାଲିବାନୀ ଦଣ୍ଡ
- 'ଚାଚା, ମୋତେ ବଞ୍ଚାଅ'
ପଢନ୍ତୁ ଏହି ଖବର: ମହଙ୍ଗା ପଡ଼ିଲା ଦୁବାଇରେ ଡ୍ରୋନ୍ ଆକ୍ରମଣର ଫଟୋ ସେୟାର୍; ବ୍ରିଟିଶ୍ ବିମାନ ସହାୟକ ଗିରଫ
- ଚାଇଲ୍ଡ ହେଲ୍ପଲାଇନକୁ କଲ୍ କରିଥିଲେ ଯୁବକ
A retired army man allegedly tied a young girl from a migrant family to a staircase and beat her with a stick after she plucked fruit, in a disturbing incident reported from Bahdala village of Una, Himachal Pradesh.
— Hate Detector 🔍 (@HateDetectors) April 5, 2026
The situation came to light after Rohit Jaswal, a Navy officer,… pic.twitter.com/enf0tFkVXa
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories