Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ତାମିଲନାଡୁରେ ରୋଡ୍ ଶୋ କରିବେ ଗୃହମନ୍ତ୍ରୀ ଅମିତ ଶାହ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ତାମିଲନାଡୁରେ ରୋଡ୍ ଶୋ କରିବେ ଗୃହମନ୍ତ୍ରୀ ଅମିତ ଶାହ

ଅର୍ଗସ ବ୍ୟୁରୋ :  ଆଜି ତାମିଲନାଡୁରରେ ରୋଡ୍ ଶୋ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଶିବଗଙ୍ଗା ଓ ମଦୁରାଇରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ରୋଡ୍ ଶୋ କରିବେ ।  ସ୍ଥାନୀୟ ବିଜେପି ଲୋକସଭା ପ୍ରାର୍ଥୀ ଟି. ଦେବନାଥନ ଯାଦବ ଓ  ପ୍ରଫେସର ରାମା ଶ୍ରୀନିବାସନଙ୍କ ପାଇଁ କରିବେ ପ୍ରଚାର । ଗତକାଲି ଅମିତ ଶାହା ବିହାରର ଗୟାରେ ଏକ ଜନସଭାକୁ ସମ୍ବୋଧିତ କରି ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ଆରଜେଡିକୁ ଜୋରଦାର ଆକ୍ରମଣ କରିଛନ୍ତି ।

ଅଧିକ ପଢନ୍ତୁ : ଆଜି ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର

ରାମମନ୍ଦିର, ଦୁର୍ନୀତି, ଆତଙ୍କବାଦ, ନକ୍ସଲ ସମସ୍ୟା, ଟ୍ରିପଲ ତଲାକ୍ ଏବଂ ଧାରା 370 ପ୍ରସଙ୍ଗରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ।  କଂଗ୍ରେସ ବର୍ଷ ବର୍ଷ ଧରି ତୃଷ୍ଟିକରଣ ରାଜନୀତି କରିଆସିଛି । ଭାରତକୁ ଉତ୍ତର ଓ ଦକ୍ଷିଣ ନାମରେ ଅଲଗା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Home Minister Amit Shah will hold a road show in Tamil Nadu today | Argus News