Illegal Bangladeshi / ସୀମାରେ ହଠାତ୍ ମାଳମାଳ ବାଂଲାଦେଶୀଙ୍କ ଭିଡ଼; ଓଡ଼ିଶା ପଶିବା ଆଶଙ୍କା !
·3 months ago·2 min read

Key Points
ସୀମାରେ ବାଂଲାଦେଶୀଙ୍କ ପ୍ରବଳ ଭିଡ଼
ଶୁଭେନ୍ଦୁଙ୍କ ନିଷ୍ପତ୍ତି ପରେ ଛାନିଆ ଅନୁପ୍ରବେଶକାରୀ
ଓଡ଼ିଶାରେ ପଶିବା ଆଶଙ୍କା, ପ୍ରଶାସନ ସଜାଗ
ଶୁଭେନ୍ଦୁଙ୍କ ନିଷ୍ପତ୍ତି ପରେ ଛାନିଆ ଅନୁପ୍ରବେଶକାରୀ
ଓଡ଼ିଶାରେ ପଶିବା ଆଶଙ୍କା, ପ୍ରଶାସନ ସଜାଗ
ପଶ୍ଚିମବଙ୍ଗରେ ଆଉ ଅବୈଧ ବାଂଲାଦେଶୀଙ୍କୁ ନିସ୍ତାର ନାହିଁ । ବିଜେପି ସରକାର ଆସିବା ପରେ ଆରମ୍ଭ ହୋଇଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଆକ୍ସନ । ବହୁ ଦିନ ଧରି ପଶ୍ଚିମବଙ୍ଗରେ ଆଡ୍ଡା ଜମାଇ ସରକାରୀ ସୁବିଧାର ଲାଭ ଉଠାଉଥିବା ଅବୈଧ ବାଂଲାଦେଶୀ ଏବେ ଭୟରେ ରାଜ୍ୟ ଛାଡୁଛନ୍ତି । ଏହାପରେ ସୀମାରେ ଜମିଛି ବାଂଲାଦେଶୀଙ୍କ ଭିଡ଼ । ଦିନେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ବାଂଲାଦେଶୀ ଏବେ ଭାରତ ଛାଡ଼ି ନିଜ ଦେଶମୁହାଁ । ତେବେ ଏମାନେ ଓଡ଼ିଶାରେ ପଶିବାର ମଧ୍ୟ ଆଶଙ୍କା ରହିଛି ।
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗତ ମଙ୍ଗଳବାର ଦେଶ ଛାଡ଼ି ଚାଲିଯିବାକୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କହିଥିଲେ । ଯଦି ଅବୈଧ ବାଂଲାଦେଶୀ ନିଜେ ଦେଶ ଛାଡ଼ି ଚାଲିଯାଉଛନ୍ତି, ତେବେ ବର୍ତ୍ତିଯିବେ । କିନ୍ତୁ ଯଦି ପୋଲିସ ସେମାନଙ୍କୁ ଚିହ୍ନଟ କରୁଛି, ତେବେ ଆକ୍ସନ ନିଆଯିବ । ଶୁଭେନ୍ଦୁଙ୍କ ଏହି ତାଗିଦ ପରେ ଶେଷରେ ଭୟଭୀତ ବାଂଲାଦେଶୀ ଅନୁପ୍ରବେଶକାରୀ ଭାରତ ଛାଡୁଛନ୍ତି । ଏଣୁ ଏବେ ଭାରତ ଓ ବାଂଲାଦେଶୀ ସୀମାରେ ଭିଡ଼ ଜମିଛି । ରିପୋର୍ଟରେ ଜଣାପଡ଼ିଛି ଯେ ମମତା ସରକାରରେ ଏମାନେ କିଛି ଦଲାଲଙ୍କ ଜରିଆରେ ମାତ୍ର ୧୦ମିନିଟରେ ସୀମାପାର କରୁଥିଲେ । ଏହାପରେ ସ୍ଥାନୀୟ ରାଜନେତାଙ୍କ ସହାୟତାରେ ପଶ୍ଚିମବଙ୍ଗରେ ରହିବା ସହ ଭୋଟ୍ ମଧ୍ୟ ଦେଉଥିଲେ । ମାତ୍ର ଶୁଭେନ୍ଦୁ ସରକାର ଆସିବା ପରେ ଅନୁପ୍ରବେଶକାରୀଙ୍କୁ ତଡ଼ିପାର ପ୍ରକ୍ରିୟା ଆରମ୍ଭ ହୋଇଛି ।

- ହାକିମପୁର ଚେକପୋଷ୍ଟରେ ବାଂଲାଦେଶୀଙ୍କ ଭିଡ଼
- ଭାରତ-ବାଂଲାଦେଶ ସୀମା କେତେ ଲମ୍ବା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ, ଓଡ଼ିଶାରୁ ହଟିବେ ବାଂଲାଦେଶ ଅନୁପ୍ରବେଶକାରୀ
- ଓଡ଼ିଶାରେ ପଶିପାରନ୍ତି ବାଂଲାଦେଶୀ
Related Topics
Explore more stories