War Lockdown / ଦେଶରେ ପୁଣି ହେବ କି LOCKDOWN ? ଜାଣନ୍ତୁ ଭାଇରାଲ ହେଉଥିବା ନୋଟିସ୍ ପଛର ପ୍ରକୃତ ସତ
·5 months ago·2 min read

Key Points
ଯୁଦ୍ଧ ମଧ୍ୟରେ ଲକଡାଉନ୍ ଭୟ
ଅଶୋକ ଚକ୍ର ସହ ନକଲି ନୋଟିସ୍
ସତ ନା ଏପ୍ରିଲ ଫୁଲ୍ ?
ଅଶୋକ ଚକ୍ର ସହ ନକଲି ନୋଟିସ୍
ସତ ନା ଏପ୍ରିଲ ଫୁଲ୍ ?
ଦେଶରେ ପୁଣି ଥରେ ଲକ୍ଡାଉନ୍ ହେବାକୁ ଯାଉଛି କି ? ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଏକ ମେସେଜ୍ ଭାଇରାଲ ହେଉଛି । "WAR LOCKDOWN NOTICE" ଶୀର୍ଷକ ଏକ PDF ସେୟାର କରାଯାଉଛି । ଏହା ଏକ ଜରୁରୀକାଳୀନ ଚେତାବନୀ ପରି ମନେ ହେଉଛି । ଅଶୋକ ଚକ୍ର ପ୍ରତୀକ ବହନ କରୁଥିବା ଏହି ଡକ୍ୟୁମେଣ୍ଟଟି ସରକାରୀ ନୋଟିସ୍ ପରି ଦେଖାଯାଉଛି । କିନ୍ତୁ ଲୋକମାନେ ଯେତେବେଳେ ଏହାକୁ ଓପନ୍ କରିଥିଲେ ପୂରା ସତ ସାମ୍ନାକୁ ଆସିଥିଲା ।
ଭାଇରାଲ୍ ହୋଇଥିବା ଲକଡାଉନ୍ ନୋଟିସରେ କ'ଣ ଥିଲା ?
ଭାଇରାଲ୍ ଡକ୍ୟୁମେଣ୍ଟ ଏକ "ସରକାରୀ ନିର୍ଦ୍ଦେଶ" ପରି ଦେଖାଯାଉଛି । ଯାହା ଲୋକଙ୍କ ମଧ୍ୟରେ ଗଭୀର ଚିନ୍ତା ସୃଷ୍ଟି କରିଥିଲା । PDFରେ ଯୁଦ୍ଧ ସମ୍ବନ୍ଧୀୟ ଲକଡାଉନ୍ ଲାଗୁ କରାଯାଇଛି ବୋଲି ଲେଖା ହୋଇଛି ଏବଂ ତୁରନ୍ତ ସତର୍କତା ପାଇଁ ଅନୁରୋଧ କରାଯାଇଛି । ପ୍ରଥମ ନଜରରେ, ନୋଟିସ୍ ଏତେ ବିଶ୍ୱାସଯୋଗ୍ୟ ମନେ ହେଉଛି ଯେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସମୀକ୍ଷା ନ କରି ଅନ୍ଧ ଭାବେ ଫରଓ୍ବାର୍ଡ କରିଥିଲେ ।
ଅଧିକ ପଢ଼ନ୍ତୁ: ତୈଳ ସଙ୍କଟରେ ପାକିସ୍ତାନର ବଡ଼ ନିଷ୍ପତ୍ତି, ସପ୍ତାହରେ ୨ ଦିନ ଲକ୍ଡାଉନ୍ !
ଭାଇରାଲ୍ ନୋଟିସ୍ ପଛରେ ସତ୍ୟ କ'ଣ ?
ତେବେ ଏହି ପିଡିଏଫ୍ ଓପନ୍ କରିବା ପରେ ସତ ପଦାକୁ ଆସିଥିଲା । ଏହା କୌଣସି ସରକାରୀ ସୂଚନା ନଥିଲା ବରଂ ଏପ୍ରିଲ୍ ଫୁଲ୍ ବାର୍ତ୍ତା ସହ ଏକ ଇମୋଜି ରହିଥିଲା । ଏହା କେବଳ ଏକ ମଜା ଥିଲା । ଆଉ ଲୋକମାନେ ପ୍ରକୃତ ସତ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏପ୍ରିଲ ୧ ତାରିଖ ଏହି ପିଡିଏଫ୍ ଭାଇରାଲ ହେବାର ଏକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି । ବାସ୍ତବରେ ଏହି ବାର୍ତ୍ତା ଏପ୍ରିଲ ଫୁଲ୍ ଡେ'ରେ ସେୟାର କରାଯାଇଥିଲା । ଯେଉଁଦିନ ଅନେକ ଲୋକ ସୋସିଆଲ ମିଡିଆରେ ଏପରି ଭ୍ରାମକ ପୋଷ୍ଟ ସେୟାର କରନ୍ତି । ଏହା ଲକ୍ଷ୍ୟ କରିବା ଉଚିତ ଯେ ଯୁଦ୍ଧ ସମ୍ବନ୍ଧୀୟ ଲକଡାଉନ ସମ୍ପର୍କରେ ସରକାରଙ୍କ ଦ୍ୱାରା କୌଣସି ଘୋଷଣା କରାଯାଇନାହିଁ। ପ୍ରକୃତରେ ସମ୍ପ୍ରତି ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦେଶରେ କୌଣସି ପ୍ରକାରର ଲକଡାଉନ ପାଇଁ କୌଣସି ପ୍ରସ୍ତାବ କିମ୍ବା ବିଚାର କରାଯାଉ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋସିଆଲ ମିଡିଆରେ ଏହି ଭାଇରାଲ ପୋଷ୍ଟଟି ଏକ ମଜା ଏବଂ ଏହାକୁ ଭ୍ରାମକ ବୋଲି ବିବେଚନା କରାଯିବା ଉଚିତ । ଏହା ଏପ୍ରିଲ ଫୁଲ୍ ଦିବସରେ ପ୍ରସାରିତ ହୋଇଥିଲା । ଭାଷା ଏବଂ ଲେଆଉଟ୍ ଲୋକଙ୍କୁ ଏହା ସତ୍ୟ ବୋଲି ବିଶ୍ୱାସ କରିବାକୁ ବାଧ୍ୟ କରିଦେଇଥିଲା । ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ ୟୁଜର୍ସମାନେ ଯେ କୌଣସି ମେସେଜ୍ ସୋସିଆଲ ମିଡିଆରେ ଫରୱାର୍ଡ କରିବା ପୂର୍ବରୁ ସର୍ବଦା ସରକାରୀ ଉତ୍ସ ସହିତ ଯାଞ୍ଚ କରିବା ଉଚିତ ।
Related Topics
Explore more stories