Play School Case / କୁନିଝିଅ ବ୍ୟାଗରେ ଲୁଚାଯାଇଥିଲା ଭଏସ୍ ରେକର୍ଡର...ଏମିତି ଖୋଲିଲା ପ୍ଲେ ସ୍କୁଲର ରହସ୍ୟ
·2 weeks ago·2 min read

Key Points
ପଦାରେ ପଡ଼ିଲା ଏକ ପ୍ଲେ ସ୍କୁଲର ଗୁମର
କୁନିଝିଅ ବ୍ୟାଗରେ ଥିଲା ଭଏସ ରେକର୍ଡର
କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ
କୁନିଝିଅ ବ୍ୟାଗରେ ଥିଲା ଭଏସ ରେକର୍ଡର
କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ
ଇନ୍ଦୋର: ମଧ୍ୟ ପ୍ରଦେଶ ଇନ୍ଦୋରର ବିଜୟନଗର ଥାନା ଅଞ୍ଚଳର ଏକ ପ୍ଲେ ସ୍କୁଲର ଗୁମର ପଦାରେ ପଡ଼ିଛି । ସେଠାରେ କାର୍ଯ୍ୟରତ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ବିରୋଧରେ ଜଣେ ୩ ବର୍ଷର ଝିଅକୁ ମାନସିକ ନିର୍ଯାତନା ଦେବାର ଅଭିଯୋଗ ଆସିଛି । ଝିଅଟିର ବାପାମାଆ ଭଏସ୍ ରେକର୍ଡିଂ ମାଧ୍ୟମରେ ପୋଲିସକୁ ଏହାର ପ୍ରମାଣ ପ୍ରଦାନ କରିଥିଲେ, ଯାହା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଏହି ଘଟଣା ନେଇ ଅଞ୍ଚଳର ଅଭିଭାବକମାନେ କ୍ଷୁବ୍ଧ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଯେତେବେଳେ ସେମାନେ ଝିଅକୁ ଶ୍ରଦ୍ଧା କରି କଥା ଆଦାୟ କରିବା ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ନିର୍ଦ୍ଦୋଷ ଝିଅଟି ଯାହା କହିଲା ତାହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଝିଅଟି କାନ୍ଦି କାନ୍ଦି ତା'ର ବାପାମାଆଙ୍କୁ କହିଲା ଯେ ତା'ର ସ୍କୁଲ ଶିକ୍ଷୟିତ୍ରୀ ତାକୁ ଛୋଟ ଛୋଟ କଥାରେ ଗାଳି ଦେଉଥିଲେ, ଖରାପ କଥା କହୁଥିଲେ, ମାନସିକ ଭାବରେ ହଇରାଣ କରୁଥିଲେ ଏବଂ ସ୍କୁଲରେ ତାକୁ ମାଡ଼ ମାରିବାକୁ ଧମକ ଦେଉଥିଲେ ।"
- କଣ ପୂରା ଘଟଣା ?

- ବ୍ୟାଗରେ ପଠାଇଥିଲେ ଭଏସ ରେକର୍ଡର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଭଏସ ରେକର୍ଡରୁ କଣ ଜଣାପଡ଼ିଲା ?
ପଢନ୍ତୁ ଏହି ଖବର: ସିଂହଗଡ଼ ଦୁର୍ଗରେ ପୋଷାକକୁ ନେଇ ତେଜିଲା ବିବାଦ; ପର୍ଯ୍ୟଟକଙ୍କ ସହ ହୋଇଗଲା ହାତାହାତି
- ମାମଲା ରୁଜୁ କଲା ପୋଲିସ
Related Topics
Explore more stories