eRickshaw Jewellery Robbery / ଇ-ରିକ୍ସାରେ ବସିଥିବା ମହିଳା ଦେଲେ ଚକମା; ଚୋରି କରିନେଲେ ୨କୋଟି ହୀରା ସୁନା ଅଳଙ୍କାର
·1 hour ago·2 min read

Key Points
ଗୁଜୁରାଟରେ ୨କୋଟିର ଅଳଙ୍କାର ଚୋରି
ଇ-ରିକ୍ସାରେ ଚୋରି କରିନେଲେ ମହିଳା
ପୂର୍ବରୁ ବ୍ୟବସାୟୀଙ୍କୁ କରୁଥିଲେ ଫଲୋ
ଇ-ରିକ୍ସାରେ ଚୋରି କରିନେଲେ ମହିଳା
ପୂର୍ବରୁ ବ୍ୟବସାୟୀଙ୍କୁ କରୁଥିଲେ ଫଲୋ
ଜୟପୁର: ଗୁଜୁରାଟ ଜୟପୁରର ମାଣକ ଅଞ୍ଚଳରୁ ଏକ ବଡ଼ ଧରଣର ଅଳଙ୍କାର ଚୋରିର ପର୍ଦ୍ଦାଫାଶ ହୋଇଛି । ଶେଷରେ ଧରାପଡ଼ିଲେ ୨ କୋଟିର ସୁନା ହୀରା ଅଳଙ୍କାର କରିଥିବା ମହିଳା । ପୋଲିସ ମହିଳାଙ୍କୁ ଗିରଫ କରିବା ସହ ସମସ୍ତ ହୀରା ଓ ସୁନା ଅଳଙ୍କାର ଜବତ କରିଛି । ମହିଳା ଜଣକ ଇ-ରିକ୍ସାରେ ବସିଥିବା ବ୍ୟବସାୟୀଙ୍କୁ ଚକମା ଦେଇ ଆଖି ପିଛୁଳାକେ ସୁନା ଅଳଙ୍କାର ଚୋରି କରିନେଇଥିଲେ । ଏହି ମହିଳାଙ୍କୁ ପୋଲିସ କେମିତି ଧରିଲା ଜାଣନ୍ତୁ ।
ଡିସିପି କରନ ଶର୍ମାଙ୍କ କହିବାନୁସାରେ, ଚୋରିର ଶିକାର ହୋଇଥିବା ଅଳଙ୍କାର ବ୍ୟବସାୟୀ ଜଣକ ମାଣକ ଚୌକ ପୋଲିସ ନିକଟରେ ଗତ ଅକ୍ଟୋବର ୧୫ ତାରିଖରେ ଅଭିଯୋଗ କରିଥିଲେ । ବ୍ୟବସାୟୀ ଜଣକ କହିଥିଲେ ଯେ ସେ ଅନ୍ୟ ସୁନା ହୀରା ବ୍ୟବସାୟୀଙ୍କୁ ଅଳଙ୍କାର ଦେଖାଇବା ଓ ବିକିବା ଲାଗି ୨ କୋଟିର ଅଳଙ୍କାର ଧରି ଆସିଥିଲେ । ଅକ୍ଟୋବର ୧୫ ତାରିଖ ଅପରାହ୍ନ ୩ଟାରେ ସେ ସାଙ୍ଗାନେର ଗେଟ୍ ଆଡକୁ ଇ-ରିକ୍ସା ଯୋଗେ ଯାଉଥିଲେ । ତାଙ୍କ ନିକଟରେ ସୁନା ହୀରା ଅଳଙ୍କାର ଭର୍ତ୍ତି ଥିବା ୧୩ଟି ପ୍ୟାକେଟ୍ ଥିଲା । ଏଥିରେ ଅନେକ ଦାମି ଷ୍ଟୋନ୍ ମଧ୍ୟ ଥିଲା ।

- ୨ କୋଟିର ଅଳଙ୍କାର ଚୋରି
- ପୋଲିସକୁ ଚକମା ଦେବାକୁ ଉଦ୍ୟମ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବୁର୍ଖା ପିନ୍ଧା ଗ୍ୟାଙ୍ଗ୍ ଡକାୟତି ଉଦ୍ୟମ ବିଫଳ! ପଡୋଶୀ ଚିତ୍କାର କରିବା ପରେ ମାରିଲେ ଛୁ...
- ଏମିତି ଧରାପଡ଼ିଲା ଚୋର
Related Topics
Explore more stories