କେ. ସଞ୍ଜୟ ମୂର୍ତ୍ତି ହେବେ ଦେଶର ପରବର୍ତ୍ତୀ ସିଏଜି
·1 year ago

ଅର୍ଗସ ବ୍ୟୁରୋ : କେ. ସଞ୍ଜୟ ମୂର୍ତ୍ତି ହେବ ଦେଶର ପରବର୍ତ୍ତୀ କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି। ସେ ଗିରିଶ ମୁର୍ମୁଙ୍କ ସ୍ଥାନ ନେବେ। ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅଧିକ ପଢନ୍ତୁ : ଆରବିଆଇ କଷ୍ଟମର କେଆର୍ ବିଭାଗକୁ ଧମକପୂର୍ଣ୍ଣ କଲ୍
୧୯୮୯ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡରର ଆଇଏଏସ କେ. ସଞ୍ଜୟ ମୂର୍ତ୍ତି ବର୍ତ୍ତମାନ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଆ ପୁଆ ଗିରିଶ ମୁର୍ମୁ ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: