Airline Controversy / କରିଥାନ୍ତେ ବିଦେଶ ଯାତ୍ରା, ଖର୍ଚ୍ଚ କରିଥିଲେ ୪୯ ଲକ୍ଷ; ହେଲେ ଏୟାରପୋର୍ଟରୁ ଫେରିଲେ
·5 months ago·3 min read

Key Points
ବହୁ ଆଶାରେ ଟିକେଟ୍ କରିଥିଲେ
ବିଦେଶ ଯାତ୍ରା କରିବାକୁ ସ୍ଵପ୍ନ ଦେଖିଥିଲେ
କିନ୍ତୁ ବିମାନରେ ଚଢେଇ ଦେଲାନି କମ୍ପାନୀ
ବିଦେଶ ଯାତ୍ରା କରିବାକୁ ସ୍ଵପ୍ନ ଦେଖିଥିଲେ
କିନ୍ତୁ ବିମାନରେ ଚଢେଇ ଦେଲାନି କମ୍ପାନୀ
ତାମିଲନାଡୁ ସଲେମସ୍ଥିତ ଏକ ମେଡିକାଲ୍ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଜେ.ଏସ୍. ସତୀଶକୁମାର ତାଙ୍କ ପରିବାର ସହିତ ବିଦେଶ ଯାତ୍ରା କରିବାକୁ ଅନେକ ସ୍ଵପ୍ନ ଦେଖିଥିଲେ । ଏଥିପାଇଁ ଲକ୍ଷ ଲକ୍ଷ ଖର୍ଚ୍ଚ କରି ଟିକେଟ୍ ବି କରିଥିଲେ । କିନ୍ତୁ ବିମାନ ବନ୍ଦରରେ ଲଗେଜ୍ ଧରି ପହଞ୍ଚିଲା ବେଳକୁ ତାଙ୍କୁ ବିମାନରେ ଚଢେଇ ଦେଇନଥିଲା ଏୟାରଲାଇନ୍ସ । ଶେଷରେ ଅପମାନିତ ଏବଂ କ୍ରୋଧିତ ହୋଇ ନିଜ ଘରକୁ ଫେରିଥିଲେ । ଏବେ ସତୀଶକୁମାରଙ୍କ ବେଙ୍ଗାଲୁରୁରୁ ପେରୁର ଯାତ୍ରା ଶେଷରେ ଏକ ଲମ୍ବା ଆଇନଗତ ଲଢ଼େଇରେ ପରିଣତ ହୋଇଛି । କେଏଲଏମ ରୟାଲ୍ ଡଚ୍ ଏୟାରଲାଇନ୍ସର ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛି ।
ଏହା ଏକ ବିରଳ ମାମଲା ଯେଉଁଥିରେ ବିମାନରେ ପ୍ରବେଶ କରିବାକୁ ମନା କରିବା ଅଭିଯୋଗରେ ବିମାନ କମ୍ପାନୀର ଉଚ୍ଚ ପଦାଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି ସେମାନଙ୍କ ମଧ୍ୟରେ ବିମାନ କମ୍ପାନୀର ସିଇଓ ଏବଂ ସିଓଓ ଅନ୍ତର୍ଭୁକ୍ତ ।
ଏହା ଏକ ବିରଳ ମାମଲା ଯେଉଁଥିରେ ବିମାନରେ ପ୍ରବେଶ କରିବାକୁ ମନା କରିବା ଅଭିଯୋଗରେ ବିମାନ କମ୍ପାନୀର ଉଚ୍ଚ ପଦାଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି ସେମାନଙ୍କ ମଧ୍ୟରେ ବିମାନ କମ୍ପାନୀର ସିଇଓ ଏବଂ ସିଓଓ ଅନ୍ତର୍ଭୁକ୍ତ ।
- ବିଜନେସ୍ କ୍ଲାସରେ ବୁକ୍ ହୋଇଥିଲା ୮ଟି ସିଟ୍
- କାହିଁକି ଚଢିବାକୁ ଦିଆଗଲାନି ଅନୁମତି ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- 'ଏୟାରଲାଇନ୍ସ ନେଇଥିଲା ଭୁଲ ନିଷ୍ପତ୍ତି'
ପଢନ୍ତୁ ଏହି ଖବର: ୨୦୧୬ ପରଠାରୁ ଦେଶରେ ୧୧ଟି ବିମାନ ସେବା ବନ୍ଦ; କଣ ଏହା ପଛର କାରଣ ?
ସତୀଶକୁମାର କହିଛନ୍ତି ଯେ ସେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସତୀଶ ପରେ ଯେତେବେଳେ ଅଷ୍ଟ୍ରେଲିଆ ଯାତ୍ରା କରିଥିଲେ ସେତେବେଳେ ତାଙ୍କୁ ବାରମ୍ବାର ପଚରାଯାଇଥିଲା ଏବଂ ତଦନ୍ତ କରାଯାଇଥିଲା । ଏସବୁ ପରେ ମଧ୍ୟ ସେହି ପେରୁ ଯାତ୍ରା ଲାଗି ବାତିଲ ହୋଇଥିବା ଟିକେଟର ଏପର୍ଯ୍ୟନ୍ତ ଟଙ୍କା ଫେରସ୍ତ ମିଳିନାହିଁ । ସେ ଆହୁରି କହିଛନ୍ତି ଯେ କୋର୍ଟଙ୍କ ହସ୍ତକ୍ଷେପ ହେଉଛି ଦାୟିତ୍ୱ ନିଶ୍ଚିତ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ନଚେତ୍, ଏହା କାହା ସହିତ ମଧ୍ୟ ହୋଇପାରେ ।
- କଣ କହୁଛି ବିମାନ କମ୍ପାନୀ ?
Related Topics
Explore more stories