Mother Kills Son / ଜନ୍ମଦାତ୍ରୀ ନା ରାକ୍ଷସୀ ! ନିଜ ୭ ବର୍ଷର ପୁଅ ଆର୍ଯ୍ୟନର ଜୀବନ ନେଲା ମାଆ
·5 months ago·2 min read

Key Points
ଜନ୍ମଦାତ୍ରୀ ନେଲା ଜୀବନ
ପୁଅକୁ ମାଆ ହତ୍ୟା କରିବା ଅଭିଯୋଗ
ପୁଅକୁ ମାଆ ହତ୍ୟା କରିବା ଅଭିଯୋଗ
ମାଆ ଛୁଆଙ୍କୁ ନିଜ ପଣତରେ ଘୋଡ଼ାଇ ରଖେ । କୁହାଯାଏ ଯାହାର ମାଆ ନାହିଁ ତାହାର ସାହା ନାହିଁ । କାରଣ ମାଆ ଥିଲେ ବିପଦ ଛୁଆ ପାଖ ମାଡ଼େ ନାହିଁ । ହେଲେ ଏଠି କିନ୍ତୁ ଘଟଣା ପୁରା ଓଲଟା । ଏଠି ନିଜେ ମାଆ ସାଜିଛି ହତ୍ୟାକାରୀ । ନିଜ ପୁଅର ନେଇଛି ଜୀବନ । ଝାଡ଼ଖଣ୍ଡର କୋଡରମା ଜିଲ୍ଲାରେ ଜଣେ ମାଆ ତାର ପ୍ରେମିକ ସହିତ ମିଶି ନିଜ ପୁଅକୁ ହତ୍ୟା କରିଛି । ଖାଲି ସେତିକି ନୁହେଁ ହତ୍ୟାକାରୀ ମାଆ ପୁଅର ମୃତଦେହକୁ କୂଅରେ ଫିଙ୍ଗିଥିବା ଜଣାପଡ଼ିଛି ।
ହତ୍ୟାକାରୀ ମାଆ ପୋଲିସକୁ ଭ୍ରମିତ କରିବା ପାଇଁ ଏକ ମିଥ୍ୟା କାହାଣୀ ରଚନା କରିଥିଲା, ଯେଉଁଥିରେ ସେ ଦାବି କରିଥିଲା ଯେ ଦୁଇଜଣ ମୁଖାପିନ୍ଧା ଅପରାଧୀ ତାଙ୍କ ପୁଅକୁ ଅପହରଣ କରିଥିଲେ । ପୁଅର ହତ୍ୟାରେ ସମ୍ପୃକ୍ତ ମାଆ ଏବଂ ତାଙ୍କ ପ୍ରେମିକକୁ ଶେଷରେ ପୋଲିସ ଗିରଫ କରିଛି । ଏହାପରେ ପୋଲିସ ପୁଅର ମୃତଦେହକୁ କୂଅରୁ ଉଦ୍ଧାର କରିଛି । ଅପରାଧରେ ସମ୍ପୃକ୍ତ ଅନ୍ୟ ସନ୍ଦିଗ୍ଧଙ୍କୁ ଗିରଫ କରିବା ପାଇଁ ପୋଲିସ ଚଢାଉ କରୁଛି ।
ପଢନ୍ତୁ ଏହି ଖବର: ପୁରୁଣା ଜୋତାଠୁ ଲେମ୍ବୁ ନାଲି କପଡ଼ା, ଗହଳି ରାସ୍ତାରେ ରଖୁଥିଲା; ଧରାପଡ଼ିଲା ମଣ୍ଟିବାବା

- ମାଆର ଥିଲା ଅବୈଧ ସମ୍ପର୍କ
ପଢନ୍ତୁ ଏହି ଖବର: ପୁରୁଣା ଜୋତାଠୁ ଲେମ୍ବୁ ନାଲି କପଡ଼ା, ଗହଳି ରାସ୍ତାରେ ରଖୁଥିଲା; ଧରାପଡ଼ିଲା ମଣ୍ଟିବାବା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଶୋକ ଯାଦବ ହେଉଛନ୍ତି ମୃତ ପିଲାଟିର ପିଉସା । ପୋଲିସ ଅଶୋକକୁ ପଚରାଉଚରା କରିବା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡ଼ିଥିଲା । ଅଶୋକର ଆର୍ଯ୍ୟନ କୁମାରଙ୍କ ମାଆ ମିଲି କୁମାରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିଲା । ଘଟଣା ଦିନ ରାତିରେ ସେ ମଦ୍ୟପାନ କରିଥିଲା ଏବଂ ସୋନୁ ଯାଦବ, ଯିଏକି ଭଗତ ଯାଦବ ନାମରେ ମଧ୍ୟ ଜଣାଶୁଣା, ତାଙ୍କୁ ସାଙ୍ଗରେ ନେଇ ମିଲି କୁମାରୀଙ୍କ ଘରକୁ ଯାଇଥିଲା ।
- ଆପତ୍ତିଜନକ ଅବସ୍ଥାରେ ମାଆକୁ ଦେଖିଥିଲା ଆର୍ଯ୍ୟନ
Related Topics
Explore more stories