Lashkar Terrorist Encounter / ଦୀର୍ଘ ଦିନର ସର୍ଚ୍ଚ ଅପରେସନ୍ର ଅନ୍ତ, ଟଳିଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ
·45 mins ago·2 min read

Key Points
ଜମ୍ମୁ-କାଶ୍ମୀରରେ ସେନାର ବଡ଼ ଅପରେସନ୍
ମାଟିରେ ମିଶିଲା ଲସ୍କର ନେଟୱର୍କର ମୁଖ୍ୟ
ସେନା ଏନକାଉଣ୍ଟରରେ ନିହତ ଲତିଫ ଭଟ୍
CRPF ଆକ୍ରମଣ ପଛର ଖଳନାୟକ ଥିଲା
ମାଟିରେ ମିଶିଲା ଲସ୍କର ନେଟୱର୍କର ମୁଖ୍ୟ
ସେନା ଏନକାଉଣ୍ଟରରେ ନିହତ ଲତିଫ ଭଟ୍
CRPF ଆକ୍ରମଣ ପଛର ଖଳନାୟକ ଥିଲା
ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ସୁରକ୍ଷା ବାହିନୀ ଲସ୍କର ଆତଙ୍କବାଦୀ କମାଣ୍ଡର ଲତିଫ ଭଟ୍କୁ ହତ୍ୟା କରିଛି । ଏହାସହିତ ତା'ର ଜଣେ ସହଯୋଗୀ ମଧ୍ୟ ନିହତ ହୋଇଛି । ଲତିଫ ଭଟ୍ ନିକଟରେ CRPF ଯବାନଙ୍କ ଉପରେ ଆକ୍ରମଣ ଏବଂ ଶ୍ରମିକଙ୍କୁ ଟାର୍ଗେଟ କରି ହତ୍ୟା କରିବା ପଛର ମାଷ୍ଟରମାଇଣ୍ଡ ଥିଲା । ତା'ର ମୃତ୍ୟୁ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା । ଗତ କିଛି ଦିନ ଧରି ତା' ପାଇଁ ଏକ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଶେଷରେ ସେନାଙ୍କ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛି କୁଖ୍ୟାତ ଆତଙ୍କବାଦୀ ।
ପଢନ୍ତୁ ଏହି ଖବର: ହାଇ ଆଲର୍ଟରେ ଜମ୍ମୁ କାଶ୍ମୀର; ଲାଲଚୌକରେ ଲାଗିଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ପୋଷ୍ଟର
#WATCH | J&K: Visuals from the spot after an encounter between Kashmir police and terrorists in Kulgam. (Visuals from the area, deferred by unspecified time; no live operational details disclosed) https://t.co/jbmWbsbOOV
— ANI (@ANI) November 16, 2026
- ଲତିଫ ମୁଣ୍ଡ ଉପରେ ଥିଲା ୧୫ଲକ୍ଷ
- କୁଲଗାମର ବାସିନ୍ଦା ଥିଲା ଲତିଫ୍
ପଢନ୍ତୁ ଏହି ଖବର: ହାଇ ଆଲର୍ଟରେ ଜମ୍ମୁ କାଶ୍ମୀର; ଲାଲଚୌକରେ ଲାଗିଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ପୋଷ୍ଟର
- ୧୧ ତାରିଖରେ ସେନା ଉପରକୁ ଗୁଳିମାଡ଼
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories