Crime News / ରାତି ସାରା ଭଙ୍ଗାରୁଜା ସହ ୟୁନିଭରସିଟିରେ ଅଗ୍ନିକାଣ୍ଡ; ଜଳନ୍ଧରରେ ଛାତ୍ରଙ୍କ ଭୟଙ୍କର ପ୍ରତିବାଦ
·2 hours ago·2 min read

Key Points
ଜଳିଲା ନିଆଁ, କ୍ୟାମ୍ପସରେ ଭଙ୍ଗାରୁଜା । ଜଳନ୍ଧର ସ୍ଥିତ ଲଭଲି ପ୍ରଫେସନାଲ୍ ୟୁନିଭରସିଟି (LPU) କ୍ୟାମ୍ପସରେ ଛାତ୍ରଙ୍କ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ସେୟାର୍ ଭିଡିଓ ଓ ଫଟୋକୁ ନେଇ ଉତ୍ତେଜନା । ଜଳିଲା ନିଆଁ, କ୍ୟାମ୍ପସରେ ଭଙ୍ଗାରୁଜା । ଜଳନ୍ଧର ସ୍ଥିତ ଲଭଲି ପ୍ରଫେସନାଲ୍ ୟୁନିଭରସିଟି (LPU) କ୍ୟାମ୍ପସରେ ଛାତ୍ରଙ୍କ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।
LPUର ଗର୍ଲ୍ସ ହଷ୍ଟେଲରୁ ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି । ସୋସିଆଲ୍ ମିଡିଆରେ ହେଉଥିବା ଦାବି ଅନୁସାରେ, ଛାତ୍ରୀଙ୍କ ସହ ଦୁଷ୍କର୍ମ ପରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଗୁଜବ ବ୍ୟାପିବା ପରେ ବିଶ୍ଵବିଦ୍ୟାଳୟରେ ଅଶାନ୍ତି ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ଗୁଣି ଗାରେଡି ଛଡାଇବା ବାହାନାରେ ଯୁବତୀଙ୍କ ସହ ତାନ୍ତ୍ରିକ କଲା ଏହି କାମ
କ୍ୟାମ୍ପସର ଶାନ୍ତ ବାତାବରଣ ବିଗାଡ଼ିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି LPU କର୍ତ୍ତୃପକ୍ଷ । ସୋସିଆଲ୍ ମିଡିଆରେ କରାଯାଇଥିବା ପୋଷ୍ଟରେ LPUର କର୍ମଚାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଳମ୍ବିତ ରାତିରେ ବହୁ ମାତ୍ରାରେ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକାଠି ହେବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାର ଦିନକ ପୂର୍ବରୁ ପଟିଆଲା ନିକଟରେ ଚିତକାରା ବିଶ୍ଵବିଦ୍ୟାଳୟରେ ମଧ୍ୟ ଏଭଳି ଅଶାନ୍ତି ଦେଖିବାକୁ ମିଳିଥିଲା ।
କପୁରଥଲା ଏଏସଏସପି କହିଛନ୍ତି, "ଛାତ୍ରୀ ଜଣଙ୍କ ୩ରୁ ୪ ଦିନ ତଳେ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ପରିବାରର ଏତଲା ଅନୁସାରେ, ପୋଲିସ ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।" ତେବେ ଦୁଷ୍କର୍ମ ନେଇ ଛାତ୍ର ଆଣିଥିବା ଦାବି ଉପରେ ପୋଲିସ କହିଛି, ଦୁଷ୍କର୍ମ ଅଭିଯୋଗ ସ୍ପଷ୍ଟ ହୋଇ ନାହିଁ ।
ଏଥିସହ ପଢ଼ନ୍ତୁ: ୧୫ ବର୍ଷ ହେଲା ବେଙ୍ଗାଲୁରୁରେ ଖାଲି ପଡ଼ିଥିଲା ପ୍ଲଟ୍; ଶାଢ଼ିର ଟ୍ୟାଗ୍ ଖୋଲିଲା ଓଡ଼ିଆ ମହିଳାଙ୍କୁ ହତ୍ୟାର ଗୁମର
LPUରେ ବିଳମ୍ବିତ ରାତିରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ଅଗ୍ନିକାଣ୍ଡ ସହ ଭଙ୍ଗାରୁଜା ହୋଇଛି । ଯାହା ପରେ ପ୍ରଶାସନ SIT ଗଠନ କରିଛି । ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । SSP ଗୌରବ ତୁରା କହିଛନ୍ତି, "ଭାଇରାଲ୍ ହେଉଥିବା ଆତ୍ମହତ୍ୟା ଭିଡିଓ ପୁରୁଣା ଅଟେ ।"
ଅଭିଯୋଗକୁ ଡିନ୍ଙ୍କ ଖଣ୍ଡନ
ଲଭଲି ପ୍ରଫେସନାଲ୍ ୟୁନିଭରସିଟି (LPU)ର ଏକଜୁକ୍ୟୁଟିଭ୍ ଡିନ୍ ଷ୍ଟୁଣ୍ଡେଣ୍ଟ ୱେଲଫେୟର ୱିଙ୍ଗ ଡ. ସୌରଭ ଲଖନପାଲ ପ୍ରତିକ୍ରିୟା ରଖିନ୍ତି । ସମସ୍ତଙ୍କ ଅଭିଯୋଗ ଓ ଗୁଜବକୁ ସେ କଖଣ୍ଡନ କରିଛନ୍ତି । କହିଛନ୍ତି, "ବିଶ୍ଵବିଦ୍ୟାଳୟ ନଁରେ କିଛି ଅସାମାଜିକ ତତ୍ତ୍ଵ ସୋସିଆଲ୍ ମିଡିଆ ଓ ଅନ୍ୟ ମାଧ୍ୟମରେ ଗୁଜବ ପ୍ରଚାର କରୁଛନ୍ତି । ଫଳରେ ଛାତ୍ର ଭ୍ରମିତ ହେବା ସହ ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଛି ।"

Related Topics
Explore more stories