Viral Girl Monalisa / ମହାକୁମ୍ଭ ମୋନାଲିସା ଘଟଣାରେ ନୂଆ ମୋଡ଼; ମୁସଲିମ ସ୍ଵାମୀ ଆଣିଲେ ବଡ଼ ଅଭିଯୋଗ
·5 months ago·2 min read

Key Points
ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ବିବାହ ଘଟଣା
ମୋନାଲିସା ନାବାଳିକା ଜଣାପଡ଼ିବା ପରେ ସ୍ଵାମୀଙ୍କ ବଡ଼ ଅଭିଯୋଗ
ମୋନାଲିସା ନାବାଳିକା ଜଣାପଡ଼ିବା ପରେ ସ୍ଵାମୀଙ୍କ ବଡ଼ ଅଭିଯୋଗ
ମହାକୁମ୍ଭ ମେଳାର ଭାଇରାଲ ଗର୍ଲ ମୋନାଲିସା ଭୋସଲେଙ୍କ ବିବାହ ବିବାଦରେ ନୂଆ ମୋଡ଼ । କିଛି ଦିନ ପୂର୍ବରୁ ମୋନାଲିସା ନାବାଳିକା ବୋଲି ଜଣାପଡ଼ିଛି । ଏବେ ତାଙ୍କ ସ୍ୱାମୀ ଫରମାନ ବଡ଼ ଦାବି କରିଛନ୍ତି । ମୋନାଲିସା ତାଙ୍କୁ ଛାଡି ପଳାଇଥିବାବେଳେ ତାଙ୍କୁ ଖୋଜିବା ଲାଗି ସେ ରାଜସ୍ଥାନର ଆଜମେର ଆସିଥିବା କହିଛନ୍ତି । ଏପରି ଦାବି କରୁଥିବା ଫରମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
- ଲୋକଙ୍କୁ ସାହାଯ୍ୟ ମାଗିଲେ ଫରମାନ
- କେରଳରେ ଫରମାନଙ୍କୁ ବିବାହ କରିଥିଲେ ମୋନାଲିସା
- ବିବାହକୁ ଲଭ୍ ଜିହାଦ୍ କହିଲା ପରିବାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବାହା ହେଲେ କୁମ୍ଭମେଳାର ଭାଇରାଲ ଗାର୍ଲ ମୋନାଲିସା: ପ୍ରେମିକ ଫରମାନ୍ ସହ ଥାନାରେ ଦ୍ୱାରସ୍ଥ ହେଲେ ମୋନାଲିସା
ଆନୁଷ୍ଠାନିକ ରିପୋର୍ଟ ଅନୁସାରେ, ମୋନାଲିସା ୨୦୦୯ ମସିହା ଡିସେମ୍ବର ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିବାବେଳେ ବିବାହ ବେଳକୁ ତାଙ୍କୁ ୧୬ ବର୍ଷ ୨ ମାସ ଓ ୧୨ ଦିନ ହୋଇଥିଲା । ତାଙ୍କ ବିବାହ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ହୋଇଥିଲା । ପ୍ରୟାଗରାଜ କୁମ୍ଭମେଳା ସମୟରେ ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ଦ୍ଵାରା ମୋନାଲିସା ଭାଇରାଲ ହୋଇଥିଲେ । ଏବେ ମୁସଲିମ ସମ୍ପ୍ରଦାୟର ଯୁବକଙ୍କୁ ବିବାହ କରିବା ଓ ନାବାଳିକା ବୋଲି ଜଣାପଡ଼ିବା ପରେ ସେ ଚର୍ଚ୍ଚାରେ ଅଛନ୍ତି ।

Related Topics
Explore more stories