Videos
|
National

ଇଣ୍ଟରନେଟରେ ଭାଇରାଲ୍ ନବ ବିବାହିତ ଯୋଡ଼ିଙ୍କ ଡ୍ୟାନ୍ସ ଭିଡିଓ

Smruti Parija
Browse all articles by Smruti Parija
·1 year ago·1 min read
ଇଣ୍ଟରନେଟରେ ଭାଇରାଲ୍ ନବ ବିବାହିତ ଯୋଡ଼ିଙ୍କ ଡ୍ୟାନ୍ସ ଭିଡିଓ

Key Points

ସ୍ତ୍ରୀ ମୋହୁଆ ମୋଇତ୍ରଙ୍କ ହାତ ଧରି ପିନାକୀ ମିଶ୍ରଙ୍କ ନୃତ୍ୟ

ନିଜ ହ୍ବାଟସଆପରେ ଷ୍ଟାଟସ ଅପଡେଟ୍ କରିଛନ୍ତି ମୋହୁଆ ମୋଇତ୍ର

ଜଣକୁ 65 ଆଉ ଜଣକୁ 50

ପିନାକୀ-ମହୁଆଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ସାମନାକୁ ଆସୁଛି ନୂଆ ନୂଆ ଫଟୋ ଓ ଭିଡିଓ । ନିକଟରେ ତାଙ୍କ ୱେଡିଂ କେକ୍ କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ ତାଙ୍କ ରୋମାଣ୍ଟିକ୍ ଡ୍ୟାନ୍ସ ବି ଭାଇରାଲ୍ ହେବାରେ ଲାଗିଛି ।


ଚର୍ଚ୍ଚାରେ ପିନାକୀ ମିଶ୍ର ଓ ମହୁଆଙ୍କ ୱେଡିଂ କେକ୍


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

BJDର ପୂର୍ବତନ ସାଂସଦଙ୍କ ସହ TMC ସାଂସଦଙ୍କ ରୋମାଣ୍ଟିକ୍ ଡ୍ୟାନ୍ସକୁ ନେଇ ଚର୍ଚ୍ଚା ଜୋର୍ । ସ୍ତ୍ରୀ ମହୁଆ ମୋଇତ୍ରଙ୍କ ହାତ ଧରି ପିନାକୀ ମିଶ୍ର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ନିଜ ହ୍ବାଟସଆପରେ ଷ୍ଟାଟସ ଅପଡେଟ୍ କରିଛନ୍ତି ମହୁଆ ମୋଇତ୍ର। ଡ୍ୟାନ୍ସ ଷ୍ଟେପରେ ଦୁହିଁଙ୍କ ମଧ୍ୟରେ ଥିବା ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି ।


ହାତକୁ ଦି ହାତ ହେଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା


ନବ ବିବାହିତଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହେଉଛି । ପାରମ୍ପରିକ ଶାଢ଼ୀରେ ଡ୍ୟାନ୍ସ କରୁଛନ୍ତି TMC ସାଂସଦ ମହୁଆ ମୋଇତ୍ର । ମେ' 3 ତାରିଖରେ ସୁଦୂର ଜର୍ମାନୀର ବର୍ଲିନରେ ବିବାହ କରିଥିଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ର । ଦୁହିଁଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ପିନାକୀ ମିଶ୍ରଙ୍କ ବୟସ 65 ବର୍ଷ ହୋଇଥିବାବେଳେ ମହୁଆଙ୍କ ବୟସ 50 ବର୍ଷ ।

mahua-moitra-shares-joyous-wedding-dance-video-with-pinaki-misra | Argus News