Meerut Murder Case / ମହାଭାରତ ପରେ ଏବେ ସାବିତ୍ରୀଙ୍କ ସତୀତ୍ଵ କଥା କହିଲେ ଜଜ୍; ଚର୍ଚ୍ଚାରେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ
·1 hour ago·2 min read

Key Points
ପ୍ରେମ...ଷଡ଼ଯନ୍ତ୍ର...ସ୍ୱାମୀଙ୍କୁ ନିର୍ମମ ହତ୍ୟା
ଉତ୍ତରପ୍ରଦେଶ ମିରଟରେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ
ହତ୍ୟାକାରୀ ସ୍ତ୍ରୀ ଓ ପ୍ରେମିକକୁ ମୃତ୍ୟୁ ଦଣ୍ଡ
ଉତ୍ତରପ୍ରଦେଶ ମିରଟରେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ
ହତ୍ୟାକାରୀ ସ୍ତ୍ରୀ ଓ ପ୍ରେମିକକୁ ମୃତ୍ୟୁ ଦଣ୍ଡ
ଲକ୍ଷ୍ନୌ: ନାରୀ ଯେତେବେଳେ ପ୍ରେମ ପାଇଁ ଅପରାଧର ସୀମା ଲଙ୍ଘିଯାଏ, ସେତେବେଳେ ଆଇନର କଠୋର ହାତ କିପରି ସେମାନଙ୍କୁ କାବୁ କରେ, ତାର ଦୁଇଟି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମିରଟରୁ । ଗୋଟିଏ ପଟେ ପ୍ରେମିକ ସାହିଲ୍ ସହ ମିଶି ସ୍ୱାମୀ ସୌରଭକୁ ନିର୍ମମ ଭାବେ ହତ୍ୟା କରି ନୀଳ ଡ୍ରମରେ ସିମେଣ୍ଟ ଦେଇ ଜମାଇ ଦେଇଥିବା ମୁସ୍କାନକୁ ଫାଶୀ ଦଣ୍ଡ ମିଳିଛି । ସେପଟେ ପ୍ରେମିକ ଅମରଦୀପ ପାଇଁ ସ୍ୱାମୀ ଅମିତଙ୍କୁ ଗଳାଚିପି ମାରି ଶବ ପାଖରେ ସାପ ଛାଡ଼ି ସର୍ପଦଂଶନର ନାଟକ ରଚିଥିବା ପତ୍ନୀ ରବିତାକୁ ମଧ୍ୟ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ।
ବଡ଼ କଥା ହେଲା, ଏ ଦୁଇଟି ଯାକ ସମ୍ବେଦନଶୀଳ ମାମଲାରେ ଶୁଣାଣି ସମୟରେ ଅଦାଲତ ଯାହା କହିଛନ୍ତି, ତାହା ଆଜି ସମାଜ ପାଇଁ ଏକ ବଡ଼ ବାର୍ତ୍ତା ପାଲଟିଛି । ମିରଟରେ ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ଭୟଙ୍କର ଭାବେ ହତ୍ୟା କରିଥିବା ଦୁଇଟି ପୃଥକ୍ ମାମଲାରେ କୋର୍ଟ ଶୁଣାଇଛନ୍ତି କଠୋରରୁ କଠୋରତମ ଦଣ୍ଡାଦେଶ । ପାପର ଶେଷ ପରିଣତି କେବଳ ଫାଶୀଖୁଣ୍ଟ ବୋଲି କହିଛନ୍ତି କୋର୍ଟ ।
ପଢନ୍ତୁ ଏହି ଖବର: ଚେକିଂ ବାହାନାରେ NH-୧୬ରେ ସ୍କୁଟି ଅଟକାଇଲେ, ମହିଳାଙ୍କ ଆଖିରେ ରାସାୟନିକ ଗୁଣ୍ଡ ପକାଇ କାନଫୁଲ ନେଇଗଲେ

- ନୀଳଡ୍ରମ୍ ହତ୍ୟା ମାମଲା
ପଢନ୍ତୁ ଏହି ଖବର: ଚେକିଂ ବାହାନାରେ NH-୧୬ରେ ସ୍କୁଟି ଅଟକାଇଲେ, ମହିଳାଙ୍କ ଆଖିରେ ରାସାୟନିକ ଗୁଣ୍ଡ ପକାଇ କାନଫୁଲ ନେଇଗଲେ
- ନେଭି ଅଫିସରଙ୍କୁ ନିଶା ଖୁଆଇ ନିର୍ମମ ହତ୍ୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories