Noida Cab Fire / ଚଳନ୍ତା କ୍ୟାବ୍ ପାଲଟିଲା ନିଆଁ ପିଣ୍ଡୁଳା; ଜୋର୍ଦାର ବିସ୍ଫୋରଣ ସହ ଉଡ଼ିଗଲା ୱିଣ୍ଡସିଲ୍ଡ୍
·1 hour ago·2 min read

Key Points
ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ, ହେଲେ ସେତେବେଳକୁ କାରଟି ସମ୍ପୂର୍ଣ୍ଣ ନିଆଁରେ ପୋଡ଼ି ଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Cab windshield blown away by explosion: ଗତକାଲି ବିଳମ୍ବିତ ରାତିରେ (୧୭ ଅଗଷ୍ଟ) ଉତ୍ତର ପ୍ରଦେଶର ଔଦ୍ୟୋଗିକ ରାଜଧାନୀ ନୋଏଡ଼ା ଠାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା।ଯ ଏଠାକାର ସେକ୍ଟର-୯୭ ନିକଟରେ ଏକ ଚଳନ୍ତା କ୍ୟାବ୍ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ଶୀଘ୍ର ସମ୍ପୂର୍ଣ୍ଣ କ୍ୟାବ୍କୁ ଗ୍ରାସ କରିବା ସହ ଏହାକୁ ଏକ ନିଆଁ ପିଣ୍ଡୁଳାରେ ପରିଣତ କରି ଦେଇଥିଲା।
ଏନେଇ କୁହାଯାଉଛି ଯେ କ୍ୟାବ୍ ଡ୍ରାଇଭର ସମୟ ଥାଉ ଥାଉ ଗାଡ଼ି ବାହାରି ଯାଇ କୌଣସି ପ୍ରକାରେ ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଚଳନ୍ତା କ୍ୟାବ୍ରେ ଅଗ୍ନିକାଣ୍ଡ ହେବା ଯୋଗୁଁ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ, ହେଲେ ସେତେବେଳକୁ ଏହି କାର୍ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଚଳନ୍ତା କ୍ୟାବ୍ରେ ହଠାତ୍ ନିଆଁ ଲାଗି ପଛରେ ରହିଥିବା କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏହା ସହ ପଡନ୍ତୁ: ପ୍ରଥମେ କଲେ ଛୁରାମାଡ଼; ପରେ ବିସ୍ଫୋରଣରେ ଚାଲିଗଲା ଜୀବନ
ଏହି କ୍ୟାବ୍ରେ ନିଆଁ ଲାଗିଯିବାର ଭିଡିଓ ଭାଇରାଲ ହେବାରେ। ଯେଉଁଥିରେ ଦେଖିବାକୁ ମିଳୁଛି ଯେ କିପରି ନିଆଁ କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ କ୍ୟାବ୍କୁ ଗ୍ରାସ କରିବାରେ ଲାଗିଛି। ଅଗ୍ନିକାଣ୍ଡ ପରେ ଗାଡି଼ରେ ଏକ ଜୋର୍ଦାର ବିସ୍ଫୋରଣ ହେବା ପରେ ଏହାର ୱିଣ୍ଡସିଲ୍ଡ୍ (Windshield) ଉଡ଼ି ଯାଇଥିଲା। ପଛରୁ ଗାଡ଼ିର ହର୍ଣ୍ଣ ଶବ୍ଦ ଏବଂ ଲୋକଙ୍କ ସ୍ୱର ଶୁଣିବାକୁ ମିଳୁଛି। ଚଳନ୍ତା କ୍ୟାବ୍ରେ ହଠାତ୍ ନିଆଁ ଲାଗିଯିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତକାଲି ନୋଏଡା ସେକ୍ଟର-୧୦୦ ଭିଲା ସାମ୍ନାରୁ ଯାଉଥିବା ଏକ ୱାଗନଆର ଟ୍ୟାକ୍ସି କ୍ୟାବ୍ (WagonR Taxi Cab) ରେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣାର ଭୟାନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯଦିଓ କ୍ୟାବ୍ରେ ହଠାତ୍ ନିଆଁ ଲାଗିଥିଲା, ହେଲେ ଡ୍ରାଇଭର କୌଣସି ପ୍ରକାରେ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ହେଲେ ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋମବାର ରାତି ପ୍ରାୟ ୧୦:୩୦ ସମୟରେ ସେକ୍ଟର-୯୯ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ନିଆଁ ଲାଗିଥିବା କ୍ୟାବ୍ ଏକ "ୱାଗନଆର ସିଏନଜି କ୍ୟାବ୍" (WagonR CNG cab) ବୋଲି ଜଣାପଡ଼ିଛି।#Noida में चलती कब बनी आग का गोला देखते ही देखते कार केंशीषे ब्लास्ट का साथ हवा में उड़ गए। ड्राइवर ने पहले ही कूदकर जान बचाई। वीडियो भयावह है। pic.twitter.com/0kQNhCLMFm
— Lokesh Rai (@lokeshRlive) August 17, 2026
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories