Student Burned Alive / ପତାକା ଉତ୍ତୋଳନ ପୂର୍ବରୁ ଅଘଟଣ; ଜିଅନ୍ତା ଜଳିଗଲେ ସ୍କୁଲ ଛାତ୍ର
·2 weeks ago·2 min read

Key Points
ସ୍ଵାଧୀନତା ଦିବସରେ ଅଘଟଣ
ପତାକା ଲଗାଇବା ବେଳେ ଛାତ୍ର ମୃତ
କେମିତି ମୃତ୍ୟୁ ଘଟିଲା ଜାଣନ୍ତୁ
ପତାକା ଲଗାଇବା ବେଳେ ଛାତ୍ର ମୃତ
କେମିତି ମୃତ୍ୟୁ ଘଟିଲା ଜାଣନ୍ତୁ
ଭୋପାଳ: ସ୍ଵାଧୀନତା ଦିବସରେ ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଅଗଷ୍ଟ ୧୫ ପାଇଁ ପ୍ରସ୍ତୁତି ସମୟରେ ଜଣେ ଛାତ୍ର ପତାକା ଲଗାଇବା ପାଇଁ ସ୍କୁଲ ଛାତ ଉପରେ ଚଢ଼ିଥିଲେ । କିନ୍ତୁ ଏକ ହାଇଭୋଲ୍ଟେଜ ତାରରେ ବିଦ୍ୟୁତ୍ ଆଘାତ ଲାଗି ତାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ସ୍କୁଲ କ୍ୟାମ୍ପସକୁ ଶୋକରେ ବୁଡାଇଛି । ଛାତ୍ର ଜଣକ ଜୋନିଆ ଗ୍ରାମର ବାସିନ୍ଦା ରାଜ୍ କୁଶୱାହା ବୋଲି ଚିହ୍ନଟ କରାଯାଇଛି ।
କୋତୱାଲି ଥାନା ଅଞ୍ଚଳରେ ଲିଟିଲ୍ ଷ୍ଟାର ସ୍କୁଲ୍ ଅବସ୍ଥିତ । ଏହି ସ୍କୁଲରେ ରାଜ୍ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିଲା । ସ୍ୱାଧୀନତା ଦିବସର ପୂର୍ବ ଦିନ ଶୁକ୍ରବାର ପ୍ରାୟ ୧.୩୦ଟାରେ ସ୍କୁଲ୍ ଛୁଟି ହୋଇଥିଲା । ସ୍କୁଲ୍ ଛୁଟି ହେବା ପରେ, ରାଜ୍ ଘରକୁ ଚାଲିଯାଇଥିଲା । କୁହାଯାଉଛି ଯେ ସେ ସ୍କୁଲ୍ ପରିଚାଳକଙ୍କ ଘରେ ଭଡ଼ାରେ ରହୁଥିଲେ ।

- ଲୁହା ପାଇପ୍ ବିଦ୍ୟୁତ୍ ତାରରେ ଫସିଥିଲା
- ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: IPS ନୁପୁରଙ୍କୁ ମିଳିବ ରାଷ୍ଟ୍ରପତି ପଦକ; ସୁଶାନ୍ତ ସିଂ ରାଜପୁତଙ୍କ ମାମଲାର କରିଥିଲେ ଯାଞ୍ଚ
କୋତୱାଲି ପୋଲିସ ଷ୍ଟେସନ୍ ଇନଚାର୍ଜ ଦିନେଶ ରାଜପୁତ କହିଛନ୍ତି, "ରାଜ କୁଶୱାହା ଜଣେ ଏକାଦଶ ଶ୍ରେଣୀର ଛାତ୍ର ଥିଲେ । ଅଗଷ୍ଟ ୧୫ ପାଇଁ ସ୍କୁଲକୁ ସଜାଇବାରେ ସାହାଯ୍ୟ କରିବା ପାଇଁ ତାଙ୍କ ଶିକ୍ଷକ ତାଙ୍କୁ ଡାକିଥିଲେ । ଛାତ ଉପରେ ପତାକା ଲଗାଇବା ସମୟରେ ସେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ତଦନ୍ତ ଚାଲିଛି ।"

Related Topics
Explore more stories