24 Carat Gold Modak / ୨୪ କ୍ୟାରେଟ ସୁନା ମୋଦକ ଖାଇବେ ବିଘ୍ନରାଜ; କେଜିକୁ ବିକ୍ରି ହେଉଛି ଏତିକି...
·1 hour ago·2 min read

Key Points
ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ
ନାସିକରେ ସୁନା ମୋଦକକୁ ନେଇ ଚର୍ଚ୍ଚା
ନାସିକରେ ସୁନା ମୋଦକକୁ ନେଇ ଚର୍ଚ୍ଚା
ମୁମ୍ବାଇ: ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଗଣେଶ ଚତୁର୍ଥୀ ଅବସରରେ ମହାରାଷ୍ଟ୍ରର ନାସିକ୍ରରେ ବିଘ୍ନରାଜଙ୍କ ନିକଟରେ ଲାଗି ହେବ ମୋଦକ । କିନ୍ତୁ ଏହା ପାରମ୍ପରିକ ମୋଦକ ନୁହେଁ । ସହରର ଏକ ମିଠା ଦୋକାନ ଏପରି ଏକ ମୋଦକ ଆଣିଛି ଯାହା ପାରମ୍ପରିକ ମୋଦକକୁ ଏକ ବିଳାସପୂର୍ଣ୍ଣ ମୋଦକରେ ପରିଣତ କରିଛି । ୨୪ କ୍ୟାରେଟ୍ ସୁନାରେ ଆବୃତ ମୋଦକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିଠା କିଣନ୍ତୁ କି ନ କିଣନ୍ତୁ ଏହି ସୁନା ମୋଦକ ଦେଖିବା ପାଇଁ ଦୋକାନରେ ଲାଗିଛି ପ୍ରବଳ ଭିଡ ।
ପଢନ୍ତୁ ଏହି ଖବର: ଆଜି ପବିତ୍ର ଗଣେଶ ଚତୁର୍ଥୀ; ଅଗ୍ରପୂଜ୍ୟଙ୍କ ଆବାହନ ଲାଗି ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ
- କେଜିକୁ ୨୭,୦୦୦ ଟଙ୍କା
- ୨୫ରୁ ଅଧିକ ପ୍ରକାରର ମୋଦକ
ପଢନ୍ତୁ ଏହି ଖବର: ଆଜି ପବିତ୍ର ଗଣେଶ ଚତୁର୍ଥୀ; ଅଗ୍ରପୂଜ୍ୟଙ୍କ ଆବାହନ ଲାଗି ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗ୍ରାହକଙ୍କୁ ଆକୃଷ୍ଟ କରୁଛି ସୁନା ମୋଦକ
Related Topics
Explore more stories